ETV Bharat / bharat

ଚଣ୍ଡିଗଡ଼ରେ ଅନ୍ତର୍ଜାତୀୟ ନଗର କୀର୍ତ୍ତନ ଦଳ - ଚଣ୍ଡିଗଡ଼ରେ ଅନ୍ତର୍ଜାତୀୟ ନଗର କୀର୍ତ୍ତନ ଦଳ

ଚଣ୍ଡିଗଡ଼ରେ ଅନ୍ତର୍ଜାତୀୟ ନଗର କୀର୍ତ୍ତନ ଦଳ । ପାକିସ୍ତାନରୁ ଏହି ଦଳ ଯାତ୍ରା ଆରମ୍ଭ କରି ରବିବାର ଚଣ୍ଡିଗଡ଼ରେ ପ୍ରବେଶ କରିଛି । ଏହାପରେ ଗୁଜୁରାଟ ହୋଇ ହରିୟାଣା ଗସ୍ତ କରିବ ଦଳ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 12, 2019, 5:41 PM IST

ଚଣ୍ଡିଗଡ଼:ଚଣ୍ଡିଗଡ଼ରେ ଅନ୍ତର୍ଜାତୀୟ ନଗର କୀର୍ତ୍ତନ ଦଳ । ପାକିସ୍ତାନରୁ ଯାତ୍ରା ଆରମ୍ଭ କରିଥିବା ଏକ ଅନ୍ତର୍ଜାତୀୟ କୀର୍ତ୍ତନ ଦଳ ରବିବାର ଚଣ୍ଡିଗଡ଼ରେ ପହଞ୍ଚିଛି । ଚଣ୍ଡିଗଡ଼ର ମୋହାଲୀ ଗୁରୁଦ୍ବାର ନିକଟରେ ଏମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଏହି ଅନ୍ତର୍ଜାତୀୟ କୀର୍ତ୍ତନ ଦଳ ପହଞ୍ଚିବା ଖବର ପ୍ରଚାରିତ ହେବା ପରେ ସହରର ବିଭିନ୍ନ ସଂକୀର୍ତ୍ତନ ଦଳ ଯୋଗଦେଇଛନ୍ତି ।

ନଗର କୀର୍ତ୍ତନ ଦଳର ଶୋଭାଯାତ୍ରା

ତେବେ ଏହି ନଗର କୀର୍ତ୍ତନ ଦଳ ନିଜର ଏକ ଆପ୍ସ ମାଧ୍ୟମରେ ରାଜ୍ୟର ସମସ୍ତ କୀର୍ତ୍ତନ ଦଳ ସହିତ ଯୋଡ଼ି ହୋଇଛନ୍ତି । ଏହା ସହିତ ରାଜ୍ୟର ଉକ୍ତ କୀର୍ତ୍ତନମଣ୍ଡଳୀଙ୍କ ସହିତ ମିଶିପାରିବା ସହିତ ଅନେକ ସୂଚନା ମଧ୍ୟ ପାଇପାରିବେ । ତେବେ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରତିମୂର୍ତ୍ତି ଥିବା ବସରେ ଏହାକୁ ଲଗାଯାଇଛି । ତେବେ ଏହାର ଊଦ୍ଦେଶ୍ୟ ହେଉଛି ଯେ, ଘରେ ବସି ଲୋକମାନଙ୍କ ସହିତ ଅନ୍ୟ କୀର୍ତ୍ତନ ମଣ୍ଡଳୀ ମଧ୍ୟ ଏହି ଅନ୍ତର୍ଜାତୀୟ କୀର୍ତ୍ତନ ମଣ୍ଡଳୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ ।

ସେପଟେ ଏହି ଅନ୍ତର୍ଜାତୀୟ କୀର୍ତ୍ତନ ମଣ୍ଡଳୀ ଜିପିଆରଏସ ମାଧ୍ୟମରେ ସୂଚନା ପାଇଁ ଚଣ୍ଡିଗଡ଼ରେ ପ୍ରବେଶ କରିଥିଲେ । ଚଣ୍ଡିଗଡରେ ଭବ୍ୟ ସମ୍ବର୍ଦ୍ଧନା ପରେ ଏହି ଦଳ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛି । ଚଣ୍ଡିଗଡର କିଛି ଅଂଶରେ ଯାତ୍ରା କରି ଗୁଜୁରାଟକୁ ଯାତ୍ରା କରିଛି । ସେଠାରେ ସେକ୍ଟର-17 ଅଞ୍ଚଳରେ ପହଞ୍ଚିବା ପରେ ଉକ୍ତ ଦଳର ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ନଗର କୀର୍ତ୍ତନ କମିଟିର ସଦସ୍ୟ ତୋତା ସିଂ କହିଛନ୍ତି କି, ଅନ୍ତର୍ଜାତୀୟ ନଗର କୀର୍ତ୍ତନ ଦଳ ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ଯାତ୍ରା କରୁଛି । କାରଣ ଏହି ଯାତ୍ରା ସମୟରେ ଦଳ ଅନେକ ରାସ୍ତା ସମସ୍ୟା ଦେଇ ଗସ୍ତ କରୁଛି । ଏହା ସହିତ ଅନେକ ଶ୍ରଦ୍ଧାଳୁ ମଧ୍ୟ ଦର୍ଶନ ପାଇଁ ଆସୁଥିବାରୁ ଯାତ୍ରାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି ।

Intro:संख्या में संगत नगर कीर्तन के दर्शन करने के लिए शहरों में पहुंच रही है जिस कारण देरी हो रही है। मोहाली के गुरूद्वारा अंब साहिब में पहुंचे नगर कीर्तन का संगत की ओर से खुशी से स्वागत किया गया।नगर कीर्तन में शामिल संगत यहां कुछ देर आराम करने के बाद पंचकुला की ओर निकल जाऐंगे।

Body:जीपीआरएस सिस्टम से जुड़ा नगर कीर्तन

नगर कीर्तन जीपीआरएस सिस्टम से जुड़ा है। वेब एप से नगर कीर्तन की पूरी जानकारी मिल सकेगी। यह जीपीआरएस सिस्टम शिरोमणि गुरुद्वारा प्रबंधक कमेटी की ओर से श्री गुरु ग्रंथ साहिब जी का स्वरूप जिस बस में रखा है, उसमें लगाया गया है। ट्रैकिंग सिस्टम को लगाने का उद्देश्य है कि लोगों को इस नगर कीर्तन की जानकारी घर बैठे ही मिल सके। नगर कीर्तन में शामिल गुरु साहिबान के ऐतिहासिक शस्त्राें व गुरु नानक साहिब के खड़ाऊ वाली बस संगत के आकर्षण का केंद्र रही है।

वाईपीएस के रास्ते नगर कीर्तन ने चंडीगढ़ में प्रवेश किया

गुरूद्वाराअंब साहिब से चल कर वाईपीएस रोड से होते हुए यह नगर कीर्तन ने चंडीगढ़ में प्रवेश किया। उसके बाद चंडीगढ़ के कुछ हिस्सोंसे गुजरते हुए सेक्टर-17 में पहुंचा। वहां पर नगर कीर्तन का भव्य स्वागत किया गया। चंडीगढ़ के बाद नगर कीर्तन नाडा साहिब के लिए रवाना होगा और वहां से हरियाणा मेंप्रवेश करेगा।
नगर कीर्तन कमेटी के सदस्य है तोता सिंह ने बताया अंतर्राष्ट्रीय नगर कीर्तन अपने तय समय से काफी पीछे चल रहा है। क्योंकि रास्ते में बड़ी संख्या में श्रद्धालु नगर कीर्तन के दर्शन करने के लिए आ रहे हैं और नगर कीर्तन में शामिल भी हो रहे हैं श्रद्धालुओं की भीड़ के चलते नगर कीर्तन की गति को भी धीमा कर दिया गया है ।जिस वजह नगर कीर्तन अपने कर्तव्यों पर तय समय से नहीं पहुंच रहा लेकिन श्रद्धालुओं को दर्शन करवाना सबसे ज्यादा जरूरी है।
बाइट -तोता सिंह , सदस्य , नगर कीर्तन कमेटी

Conclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.