ETV Bharat / bharat

ଆଜି ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ - ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ

ଆଜି ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ । 1965 ରୁ ପାଳନ ହେଉଛି ଏହି ଦିନଟି । ବିଶ୍ବରୁ ନିରକ୍ଷରତା ଦୂରୀକରଣ ପାଇଁ ଏହି ଦିନଟିକୁ ପାଳନ କରାଯାଏ।

ଡିଜାଇନ ଫଟୋ
author img

By

Published : Sep 8, 2019, 2:58 PM IST

ହାଇଦ୍ରାବାଦ: ଆଜି 54ତମ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ । ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖରେ ଏହି ଦିନଟିକୁ ପାଳନ କରାଯାଏ । ସାମାଜିକ ସ୍ତରରେ ସାକ୍ଷରତା ହାର ବୃଦ୍ଧି ନିମିତ୍ତ ସଚେତନତା ସୃଷ୍ଟି କରାଇବା ଏହାର ମୂଳ ଉଦ୍ଦେଶ୍ୟ। ସଫଳତା ଏବଂ ଏକ ସୁନ୍ଦର ଜୀବନ ବଞ୍ଚିବା ପାଇଁ ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ।

ବିଶ୍ବରେ ନିରକ୍ଷରତା ଦୂରେଇବା ପାଇଁ ୧୯୬୫ ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇଥିଲା ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ । ଚଳିତ ବର୍ଷର ସାକ୍ଷରତା ଦିବସର ବିଷୟବସ୍ତୁ ରହିଛି, ସାକ୍ଷରତା ଓ ବହୁଭାଷାବାଦ । ଯେବେ ମାନବତା ଭାଷା ହଜାଇଦିଏ, ତେବେ କଳା, ସଙ୍ଗୀତ , ସାହିତ୍ୟ ଓ ମୌଖିକ ପରମ୍ପରକୁ ମଧ୍ୟ ହଜାଇବାକୁ ପଡେ ବୋଲି କହିଛନ୍ତି ବୋଗେର ଉଡେଲ ।

ୟୁନେସ୍କୋର ଗତ ବର୍ଷର ତଥ୍ୟ ଅନୁସାରେ ବିଶ୍ବରେ ପ୍ରତି ପାଞ୍ଚ ବୟସ୍କ ମଧ୍ୟରୁ ଜଣେ ନିରକ୍ଷର ଏବଂ ସମୁଦାୟ ନିରକ୍ଷରଙ୍କ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.