ETV Bharat / bharat

18ରୁ ପୁଣି କୁଳଭୂଷଣ ମାମଲାର ଶୁଣାଣି

ଭାରତ ପାକିସ୍ତାନ ମଧ୍ୟରେ ଜାରି ରହିଛି ତିକ୍ତତା । ଫେବୃଆରି 18ରୁ କୁଳଭୂଷଣ ଯାଦବ ମାମଲାର ଶୁଣାଣି କରିବେ ଆଇସିଜେ । ଫାଶୀ ଦଣ୍ଡାଦେଶ ଶୁଣାଇଛି ପାକିସ୍ତାନ ସାମରିକ କୋର୍ଟ ।

ଡିଜାଇନ ଫଟୋ
author img

By

Published : Feb 15, 2019, 4:32 PM IST

ନୂଆଦିଲ୍ଲୀ: ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜାରି ରହିଛି ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା । ତେବେ ଏହାରି ଭିତରେ ଆରମ୍ଭ ହେବ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲା । ଇଣ୍ଟନରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ (ଆଇସିଜେ) ମାମଲାର ଶୁଣାଣି ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ପାକିସ୍ତାନ ସାମରିକ କୋର୍ଟ କୁଳଭୂଷଣଙ୍କୁ 2017ରେ ଫାଶୀ ଦଣ୍ଡାଦେଶ ଦେଇଛି । ବେଲୁଚିସ୍ତାନରେ ପ୍ରବେଶ କରି ପାକିସ୍ତାନ ପାଇଁ କୁଳଭୂଷଣ ସନ୍ଦିଗ୍ଧ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ପାକିସ୍ତାନ କୋର୍ଟର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଭାରତ । ଏହାପରେ ଆଇସିଜେର 10 ଜଣିଆ ବିଚାରପତି ଖଣ୍ଡପୀଠ 2017 ମେ 18ରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଆଇସିଜେ ଯାହା ଶୁଣାଣି କରିବ ତା ଉପରେ ନଜର ରହିଛି ସମସ୍ତଙ୍କର । ଫେବୃଆରି 18ରୁ 21 ପର୍ଯ୍ୟନ୍ତ କୁଳଭୂଷଣ ମାମଲାର ଶୁଣାଣି ହେବ ବୋଲି ଆଇସିଜେ ୱେବସାଇଟରେ ଉଲ୍ଲେଖ ରହିଛି ।

ପାକିସ୍ତାନ କହିଛି ଯେ ବେଲୁଚିସ୍ତାନ ସୀମାରୁ କୁଳଭୂଷଣ ଯାଦବଙ୍କୁ ମାର୍ଚ୍ଚ 3, 2016ରେ ପାକିସ୍ତାନ ସେନା ଗିରଫ କରିଛି । ସେ ଇାରନରୁ ଆସି ପ୍ରବେଶ କରିଥିବା ସୂଚନା ରହିଛି ।

ତେବେ ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଇରାନରୁ କୁଳଭୂଷଣଙ୍କୁ କିଡନାପ କରାଯାଇଥିବା ଅଭିଯୋଗ କରିଛି ଭାରତ । ନୌସେନାରୁ ଅବସର ନେବା ପରେ ବ୍ୟବସାୟ ଉଦ୍ଦେଶ୍ୟରେ କୁଳଭୂଷଣ ଇରାନ ଯାଇଥିଲା ବୋଲି ଭାରତ ଆଇସିଜେରେ କହିଛି । ପାକିସ୍ତାନ ଭିଏନା କନଭେନସନ କନସୁଲାର ରିଲେସନ, 1963 ଆଇନକୁ ପାକିସ୍ତାନ କୁଳଭୂଷଣଙ୍କ କ୍ଷେତ୍ରରେ ।

undefined

Intro:Body:

18ରୁ ପୁଣି କୁଳଭୂଷଣ ମାମଲାର ଶୁଣାଣି

ନୂଆଦିଲ୍ଲୀ: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜାରି ରହିଛି ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା । ତେବେ ଏହାରି ଭିତରେ ଆରମ୍ଭ ହେବ ପାକିସ୍ତାନରେ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲା । ଇଣ୍ଟନରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ (ଆଇସିଜେ) ମାମଲାର ଶୁଣାଣି ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ପାକିସ୍ତାନ ସାମରିକ କୋର୍ଟ କୁଳଭୂଷଣଙ୍କୁ 2017ରେ ଫାଶୀ ଦଣ୍ଡାଦେଶ ଦେଇଛି । ବେଲୋଚିସ୍ତାନରେ ପ୍ରବେଶ କରି ପାକିସ୍ତାନ ପାଇଁ କୁଳଭୂଷଣ ସନ୍ଦିଗ୍ଧ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ପାକିସ୍ତାନ କୋର୍ଟର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ବାରସ୍ଥ ହୋଇଥିଲା ଭାରତ ।

ଏହାପରେ ଆଇସିଜେର 10 ଜଣିଆ ବିଚାରପତି ଖଣ୍ଡପୀଠ 2017 ମେ 18ରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଆଇସିଜେ ଯାହା ଶୁଣାଣି କରିବ ତା ଉପରେ ନଜର ରହିଛି ସମସ୍ତଙ୍କର । ଫେବୃଆରି 18ରୁ 21 ପର୍ଯ୍ୟନ୍ତ କୁଳଭୂଷଣ ମାମଲାର ଶୁଣାଣି ହେବ ବୋଲି ଆଇସିଜେ ଓ୍ବେବସାଇଟରେ ଉଲ୍ଲେଖ ରହିଛି ।

ପାକିସ୍ତାନ କହିଛି ଯେ ବାଲୋଚିସ୍ତାନ ସୀମାରୁ କୁଳଭୂଷଣ ଯାଦବଙ୍କୁ ମାର୍ଚ୍ଚ 3, 2016ରେ ପାକିସ୍ତାନ ସେନା ଗିରଫ କରିଛି । ଇାରନରୁ ଆସି ପ୍ରବେଶ କରିଥିବା ସୂଚନା ରହିଛି ।

ତେବେ ପାକିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଇରାନରୁ କୁଳଭୂଷଣଙ୍କୁ କିଡନାପ କରାଯାଇଥିବା ଅଭିଯୋଗ କରିଛି ଭାରତ । ନେଭିରୁ ଅବସର ନେବା ପରେ ବ୍ୟବସାୟ ଉଦ୍ଦେଶ୍ୟରେ କୁଳଭୂଷଣ ଇରାନ ଯାଇଥିଲା ବୋଲି ଭାରତ ଆଇସିଜେରେ କହିଛି । ପାକିସ୍ତାନ ଭିଏନା କନଭେନସନ କନସୁଲାର ରିଲେସନ, 1963 ଆଇନକୁ ପାକିସ୍ତାନ କୁଳଭୂଷଣଙ୍କ କ୍ଷେତ୍ରରେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.