ETV Bharat / bharat

କୋରୋନା ପଡିଟିଭଙ୍କ କର୍ତ୍ତୃତ୍ବ, ଛେପ ପକାଇ ଡାକ୍ତରଙ୍କୁ କଲେ ଆକ୍ରାନ୍ତ

author img

By

Published : Mar 30, 2020, 7:43 AM IST

ମଧ୍ୟପ୍ରଦେଶରେ ଡାକ୍ତରଙ୍କ ସହ କିଛି ଏପରି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମନକୁ ମଧ୍ୟ କ୍ରୋଧ ଆସିବ ।

corona upadate
କୋରୋନା ଆକ୍ରାନ୍ତଙ୍କ ଲଜ୍ୟାଜନକ କର୍ତ୍ତୁତ୍ବ, ଜାଣନ୍ତୁ କଣ...

ଭୋପାଳ: ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ଦେଶରେ 21 ଦିନ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏଭଳି କଠିନ ସମୟରେ ଭଗବାନ ସାଜିଛନ୍ତି ଡାକ୍ତର । କିନ୍ତୁ ମଧ୍ୟପ୍ରଦେଶରେ ଡାକ୍ତରଙ୍କ ସହ କିଛି ଏପରି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମନକୁ ମଧ୍ୟ କ୍ରୋଧ ଆସିବ ।

ମଧ୍ୟପ୍ରଦେଶର ରାନୀପୁରା ଅଞ୍ଚଳରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକ ମେଡିକାଲ ଟିମ୍ ସେଠାରେ ପହଞ୍ଚିଥିଲେ । ଯେଉଁଠାରେ କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ଉପରକୁ ଛେପ ପକାଇ ତାଙ୍କୁ ସଂକ୍ରମିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣା ପରେ ଡାକ୍ତର ଟିମ୍ ପୋଲିସର ସହାୟତା ନେଇଥିଲେ ।

ପ୍ରକାଶ ଥାଉକି, ମାରାତ୍ମକ କୋରୋନା ଭାଇରସ କାରଣରୁ ଭାରତରେ ବର୍ତ୍ତମାନ ସୁଦ୍ଧା 1000 ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିସହ ଭାରତରେ 25 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.