ETV Bharat / bharat

‘ଭାରତ-ଆମେରିକା ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ’ - corona virus

ଏପରି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ଭାରତ-ଆମେରିକା ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି କହିଛନ୍ତି ସେ ।

Indo-US partnership
ଭାରତ-ଆମେରିକା ସହଭାଗିତା
author img

By

Published : Apr 9, 2020, 3:35 PM IST

ନୂଆଦିଲ୍ଲୀ: ଏପରି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ଭାରତ-ଆମେରିକା ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି କହିଛନ୍ତି ସେ ।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି,‘ ରାଷ୍ଟ୍ରପତି ଟ୍ରମ୍ପ ମୁଁ ତୁମ ସହ ସମ୍ପୂର୍ଣ୍ଣ ସହମତ । ଏହି ଭଳି ସମୟ ସାଙ୍ଗମାନଙ୍କୁ ନିକଟତର କରାଏ ।’ମାନବିକତାକୁ ସାହାଯ୍ୟ ପାଇଁ ଭାରତ ଯଥାସମ୍ଭବ ସାହାଯ୍ୟ କରିବ ବୋଲି ମଧ୍ୟ ମୋଦି କହିଛନ୍ତି ।

ଆମେରିକାକୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ରପ୍ତାନି କରିବାକୁ ଅନୁମତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ନେଇଥିବାରୁ ଟ୍ରମ୍ପ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। HCQ ଉପରେ ନିଷ୍ପତ୍ତି ପାଇଁ ଭାରତ ଏବଂ ଭାରତୀୟ ଲୋକଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ଟ୍ରମ୍ପ ।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦ୍ବାରା ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ବ୍ୟବହାର କରି COVID-19 ପାଇଁ ସମ୍ଭାବ୍ୟ ଚିକିତ୍ସା ବାହାର କରିଛି । ଏହା ନ୍ୟୁୟର୍କର 1,500 ରୁ ଅଧିକ କୋରୋନା ଭାଇରସ ରୋଗୀଙ୍କ ଉପରେ ପରୀକ୍ଷା କରାଯାଉଛି।

ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ କଥା ହୋଇଥିଲେ। ହାଇଡ୍ରୋକ୍ସିକ୍ଲୋରୋକ୍ବିନର ଉପରେ ବ୍ୟାନ ହଟାଇବାକୁ ଏହି ସମୟରେ ଟ୍ରମ୍ପ ମୋଦିଙ୍କୁ କହିଥିଲେ ।

https://www.etvbharat.com/english/national/bharat/bharat-news/indo-us-partnership-stronger-than-ever-pm-modi-responds-to-trump/na20200409102932206

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.