ETV Bharat / bharat

24 ଘଣ୍ଟାରେ ଦେଶରେ 77,266 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଦିନକୁ ଦିନ ଦେଶର କୋରୋନା ସ୍ଥିତି ଅଣାୟତ ହେଉଥିବା ବେଳେ 24 ଘଣ୍ଟାରେ ଦେଶରେ 77,266 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 33,87,501ରେ ପହଞ୍ଚିଛି ।

_corona upadate
24 ଘଣ୍ଟାରେ ଦେଶରେ 77,266 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Aug 28, 2020, 10:13 AM IST

ନୂଆଦିଲ୍ଲୀ:ଦେଶରେ କୋରୋନା ମାମଲାରେ ଲାଗୁନି ବ୍ରେକ । ଦିନକୁ ଦିନ ଦେଶର କୋରୋନା ସ୍ଥିତି ଅଣାୟତ ହେଉଥିବା ବେଳେ 24 ଘଣ୍ଟାରେ ଦେଶରେ 77,266 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 33,87,501ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 25,83,948 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7,42,023 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ 24 ଘଣ୍ଟାରେ ଦେଶରେ 1,057 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 61,529ରେ ପହଞ୍ଚିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.