ETV Bharat / bharat

29 ରାଜ୍ୟ ଓ 13ଟି ଭାଷାର ନୂଆ ଠିକଣା

ସର୍ବଭାରତୀୟ ସ୍ତରରେ ଲଞ୍ଚ ହେଲା ୱାନ ନେସନ ୱେନ ଆପ୍ ଇଟିଭି ଭାରତ । 29ଟି ରାଜ୍ୟ, 725 ଜିଲ୍ଲାର ଖବର ଆପଣଙ୍କୁ 13ଟି ଭାଷାରେ ପରିବେଷଣ କରିବ ଏହି ଆପ ।

author img

By

Published : Mar 22, 2019, 5:30 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ସର୍ବଭାରତୀୟ ସ୍ତରରେ ଲଞ୍ଚ ହେଲା ୱାନ ନେସନ ୱେନ ଆପ୍ ଇଟିଭି ଭାରତ । 29ଟି ରାଜ୍ୟ, 725 ଜିଲ୍ଲାର ଖବର ଆପଣଙ୍କୁ 13ଟି ଭାଷାରେ ପରିବେଷଣ କରିବ ଏହି ଆପ । ଏହି ଆପର ଗ୍ରାଣ୍ଡ ଲଞ୍ଚ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରିଥିବା ବେଳେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ଆପକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ବହୁଭାଷୀ 'ଇଟିଭି ଭାରତ' ଆପ 24 ଘଣ୍ଟିଆ ଭିଡିଓ ଖବର ପରିବେଷଣ କରିବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

'ଇଟିଭି ଭାରତ' ଓଡିଶା ଆପକୁ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଉନ୍ମୋଚିତ କରିଛନ୍ତି । ଏହା ସହ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ ମଧ୍ୟ ଏହାର ଗ୍ରାଣ୍ଡ ଲଞ୍ଚ କରିଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତେଲୁଗୁ ଭାଷାର ଇଟିଭି ଭାରତକୁ ଉନ୍ମୋଚନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ତାଙ୍କ ଭାଷାର ଆପକୁ ଲଞ୍ଚ କରିଛନ୍ତି । ହରିୟାଣାରେ ମଧ୍ୟ ମନୋହର ଲାଲା ଖଟ୍ଟର ଶୁଭାରମ୍ଭ କରିଛନ୍ତି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୱାନ ନେସନ ୱାନ ଆପର ଉଦଘାଟନ କରିଛନ୍ତି । ଏହା ସହିତ ଅନ୍ୟ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ଆପକୁ ଲଞ୍ଚ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.