ETV Bharat / bharat

ପାକିସ୍ତାନୀର ଚାଲ ! ସୀମାରେ ସେନା ଉଦ୍ଧାର କଲା ଜିପିଏସ ଲଗା ପକ୍ଷୀ

ଶୁକ୍ରବାର ରାଜସ୍ଥାନର ଜୟପୁରସ୍ଥିତ ଜୈସଲମେର ସୀମାରେ ସୁରକ୍ଷାବାହିନୀଙ୍କୁ ସୀମାନ୍ତର ତାର ଜାଲିରେ ଏକ ପକ୍ଷୀ ଲାଖି ରହିଥିବା ଦେଖି ତାକୁ ଉଦ୍ଧାର କରିଥିଲା । ସାଇବେରିଆନ ପକ୍ଷୀ ପେଟରେ ଜିପିଏସ ସିଷ୍ଟମ ଲାଗିଥିଲା । ଅଧିକ ପଢନ୍ତୁ...

author img

By

Published : Oct 25, 2019, 11:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଡ୍ରୋନ ପରେ ଏବେ ପାକିସ୍ତାନର ନୂଆ ଚାଲ । ଭାରତରେ ଆତଙ୍କବାଦୀ ଅନୁପ୍ରବେଶରେ ପାଇଁ ନୂଆ ନୂଆ ରାସ୍ତା ଓ ଉପାୟ ଖୋଜୁଥିବା ପାକ୍‌ ଏବେ ନୂଆ ଚାଲ୍‌ ରଚୁଛି । ନୀରିହ ପକ୍ଷୀଙ୍କୁ ଗୁପ୍ତଚର ସଜାଇ ଭାରତରେ ଅନୁପ୍ରବେଶ ପାଇଁ ପ୍ରଚେଷ୍ଟା କରୁଛି । ଶୁକ୍ରବାର ରାଜସ୍ଥାନର ଜୟପୁରସ୍ଥିତ ଜୈସଲମେର ସୀମାରେ ସୁରକ୍ଷାବାହିନୀଙ୍କୁ ସୀମାନ୍ତର ତାର ଜାଲିରେ ଏକ ପକ୍ଷୀ ଲାଖି ରହିଥିବା ଦେଖି ତାକୁ ଉଦ୍ଧାର କରିଥିଲା । ସାଇବେରିଆନ ପକ୍ଷୀ ପେଟରେ ଜିପିଏସ ସିଷ୍ଟମ ଲାଗିଥିଲା । ପକ୍ଷୀକୁ ସୁରକ୍ଷିତ ଉଦ୍ଧାର କରି ଚିକିତ୍ସା ପାଇଁ ନେବା ରାସ୍ତାରେ ତାର ମୃତ୍ୟୁ ହୋଇଥିଲା ।

ବିଏସ୍‌ଏଫ ଯବାନ ମାନେ ଏହି ପକ୍ଷୀକୁ ଉଦ୍ଧାର କରିଥିଲେ । ଏହାପରେ ପକ୍ଷୀକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ବିଏସଏଫ୍‌ ଯବାନ । ଏହାପରେ ପକ୍ଷୀ ପେଟ ତଳେ ଜିପିଏସ୍‌ ଓ ପାଦରେ ଏକ ଟ୍ୟାଗ ଲାଗିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିଏସଏଫ୍‌ ତଦନ୍ତ ଆରମ୍ଭ କରିଛି ।

ଏହା ପୂର୍ବରୁ ଜମ୍ମୁ କଶ୍ମୀର ସୀମାବର୍ତ୍ତୀ ଅରନିୟା ଅଞ୍ଚଳରୁ ଏକ ପାକିସ୍ତାନୀ ପାରାକୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଥିଲେ । ପାରା ଦେହରେ ଉର୍ଦ୍ଦୁରେ ଏକ ନମ୍ବର ଲେଖା ଅଛି । ଦେବୀଗଡରେ ଥିବା ଭାରତୀୟ ସେନା ଶିବିର ପାଖରେ ଏହି ପାରାଟି ଉଡୁଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.