ETV Bharat / bharat

କୋରୋନା ଲଢେଇରେ ଭାରତୀୟ ବୈଜ୍ଞାନିକ, ଖୁବ ଶୀଘ୍ର ଜଣାପଡିବ କୋରୋନାର ଉତ୍ପତ୍ତି - Indian scientists working to trace origin of Coronavirus

ଯେତେବେଳେ ସମଗ୍ର ବିଶ୍ବ COVID-19 ମହାମାରୀ ବିରୁଦ୍ଧରେ ଲଢୁଛି ସେତେବେଳେ ଭାରତର ବୈଜ୍ଞାନିକ ଦେଶକୁ ବଞ୍ଚାଇବାରେ ନିଜ ଚେଷ୍ଟା ଜାରି ରଖିଛନ୍ତି ।

Coronavirus
କୋରୋନା ଲଢେଇରେ ଭାରତୀୟ ବୈଜ୍ଞାନିକ
author img

By

Published : Apr 9, 2020, 3:47 PM IST

ନୂଆଦିଲ୍ଲୀ: ଯେତେବେଳେ ସମଗ୍ର ବିଶ୍ବ COVID-19 ମହାମାରୀ ବିରୁଦ୍ଧରେ ଲଢୁଛି ସେତେବେଳେ ଭାରତର ବୈଜ୍ଞାନିକ ଦେଶକୁ ବଞ୍ଚାଇବାରେ ନିଜ ଚେଷ୍ଟା ଜାରି ରଖିଛନ୍ତି । ସେଣ୍ଟର୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR), ସେଣ୍ଟର ଫର୍ ସେଲୁଲାର୍ ମଲିକୁଲାର ବାୟୋଲୋଜି (CCMB) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ଆଇଜିବି)ର ଭାରତୀୟ ବୈଜ୍ଞାନିକମାନେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି ।

ଆଗାମୀ 3-4 ସପ୍ତାହ ମଧ୍ୟରେ ବୈଜ୍ଞାନିକ ପାଖାପାଖି 200-300 ଆଇସୋଲେଟ୍ ପାଇବାକୁ ସକ୍ଷମ ହେବେ । ଏହାପରେ ଏହାକୁ ବ୍ୟବହାର କରି କୋରୋନା ଭାଇରସ ସମାଧାନର ନିଷ୍କର୍ସ ବାହାରି ପାରିବ । ସିସିଏମବିର ନିର୍ଦ୍ଦେଶକ ଡ଼ଃ ରାକେଶ ମିଶ୍ର ଏହି ସୂଚନା ଦେଇଛନ୍ତି ।

ପ୍ରତ୍ୟେକ ଅନୁଷ୍ଠାନରୁ ତିନିରୁ ଚାରି ଜଣ ବୈଜ୍ଞାନିକ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ବିଭିନ୍ନ ସ୍ଥାନରୁ ସୃଷ୍ଟି ହୋଇଥିବା ଭାଇରସ ପଠାଇବାକୁ କୁହିଛନ୍ତି ।

ଜିନୋମ୍ ସ୍ବିକେନ୍ସ ଜରିଆରେ ଭାଇରସ ଡିଏନଏର ସମ୍ପୁର୍ଣ୍ଣ ସ୍ବିକେନ୍ସକୁ ଜାଣିବାକୁ ସକ୍ଷମ ହୋଇପାରିବେ ବୈଜ୍ଞାନିକ । ଏହାପରେ ସମ୍ପୁର୍ଣ୍ଣ ବିଶ୍ବ ଭାଇରସ ବିଷୟରେ ଜାଣିବାକୁ ସକ୍ଷମ ହେବ । କେଉଁଠୁ ଏ ଭାଇରସ ଆସିଛି, ଏହାର ମ୍ୟୁଟେସନ ପ୍ରକ୍ରିୟା ବିଷୟରେ ଜଣାପଡିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.