ETV Bharat / bharat

ଆଇଏସସ୍‌ ଆତଙ୍କୀ ସଙ୍ଗଠନ ଉପରେ ଭାରତର କଡା ନଜର

ଶ୍ରୀଲଙ୍କାରେ ଆତ୍ମଘାତୀ ବିସ୍ଫୋରଣ ପରେ ସତର୍କ ହୋଇଉଠଛି ଭାରତୀୟ ଗୁଇନ୍ଦା ବିଭାଗ । ଏହାକୁ ଦୃଷ୍ଆଠିରେ ରଖି ଆତଙ୍କୀ ସଙ୍ଗଠନ ଆଇଏସ୍‌ ଉପରେ ରଖାଯାଇଛି କଡା ନଜର।

ପ୍ରତିକାତ୍ମକ ଫଟୋ
author img

By

Published : Apr 26, 2019, 2:59 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ସ୍ତବ୍ଧ ହୋଇଯାଇଛି ସାରା ବିଶ୍ୱ । ଏବେ ମନରେ ଗୋଟିଏ ପ୍ରଶ୍ନ ଶ୍ରୀଲଙ୍କା ପରେ ଭାରତରେ ବିସ୍ଫୋରଣ ପାଇଁ ଚିନ୍ତା କରୁ ନାହାନ୍ତି ତ ଆତଙ୍କୀ ସଙ୍ଗଠନ । ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣରେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ଜଣାପଡିବା ପରେ ସତର୍କ ହୋଇ ଉଠିଛି ଭାରତୀୟ ତଦନ୍ତକାରୀ ସଂସ୍ଥା ।

ଭାରତ ଉପରେ ମଧ୍ୟ ସାମ୍ଭାବ୍ୟ ବିପଦ ଥିବାର ଆଶଙ୍କା ରହିଛି । କେଉଁ ସମୟରେ ମଧ୍ୟ ଆତଙ୍କୀ ଭାରତକୁ ଟାର୍ଗେଟ କରି ପାରନ୍ତି । ଏପରିକି ଆଇଏସଆଇଏସ ସଙ୍ଗଠନ ଭାରତୀୟ ଯୁବକଙ୍କୁ ଆକୃଷ୍ଟ କରି ସେମାନଙ୍କର ସଙ୍ଗଠନରେ ଭର୍ତ୍ତି କରିବାରେ ଲାଗି ପଡିଛି । ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଖୁଲସା ହୋଇଛି, ବର୍ତ୍ତମାନ ସୁଦ୍ଧା ଦେଶରେ ଯେତିକି ଯୁବକ ଆଇଏସଆଇଏସରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ଅଧିକ ଅଛନ୍ତି । ଏହି ଆତଙ୍କୀ ସଙ୍ଗଠନ ଯୁବକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଆତଙ୍କବାଦୀ କରୁଛି ।

ତଦନ୍ତକାରୀ ସଂସ୍ଥା ସହ ଜଡିତ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ 5 ବର୍ଷ ମଧ୍ୟରେ ତଦନ୍ତକାରୀ ସଂସ୍ଥା 100ରୁ ଊର୍ଦ୍ଧ୍ୱ ଆଇଏସଆଇଏସ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କର ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ସଫଳ ମଧ୍ୟ ହୋଇଛି।

ଭୋଟ ଆଗରେ ବୟସ ମାନିଲା ହାର,
ଯୁବ ଭୋଟରଙ୍କୁ ବୟଜେଷ୍ଠଙ୍କ ଆହ୍ବାନ

ଭୋଟ ପାଇଁ ବୟସ ମାନିଲା ହାର। ୮୦ ରୁ ୮୫ ବର୍ଷରୁ ଉର୍ଧ ବି ଦେଲେ ମତଦାନ। ରାଜଧାନିର ବିଭିନ୍ନ ମତଦାନ କେନ୍ଦ୍ରରେ ଥିଲା ଏଭଳି ଦୃଷ୍ଯ। ଅନେକ ବୟସ୍କ ଲୋକ ମତଦାନ କେନ୍ଦ୍ରକୁ ଆସି ଦେଇଛନ୍ତି ମତଦାନ। କିଏ ଚାଲି ନପାରି ନାତି ନାତୁଣି। ତକିଏ ପୁଅ ଓ ବୋହୁଙ୍କ ଆଶ୍ରାରେ । ଅଟୋରେ,ବାଇକରେ ଏପରିକି ବାଡିର ଆଶ୍ରାରେ ଭୋଟ ଦେବାକୁ ଅନେକ ବୃଦ୍ଧ ଓ ବୃଦ୍ଧା ଆସିଥିବା ଦେଖିବାକୁ ମିଳିଥିଲା। ଯେଉଁମାନେ ଭାରତର ଗଣତନ୍ତ୍ର ପାଇଁ ମତଦାନ ନିତ୍ଯାନ୍ତ ଆବଶ୍ଯକ ବୋଲି ମତ ଦେଇଥିଲେ। ବୁଥରେ ଆସି ନିଜ ନିଜର ଭୋଟ ପରିଚୟପତ୍ର ଦେଖାଇ ମତଦାନ ଦେଇଥିଲେ। ଏପରିକି ଜଣେ ବୃଦ୍ଧା କହିଥିଲେ ୮୫ ବର୍ଷ ରେ ସେ ଯଦି ଭୋଟ ଦେଇପାରୁଛନ୍ତି ଯୁବ ବର୍ଗ କାହିଙ୍କି ନୁହେଁ। ତେଣୁ ସଭିଏ ଭୋଟ ଦିଅନ୍ତୁ ବୋଲି ବିଶେଷ କରି ଯୁବ ଭୋଟରଙ୍କୁ ଆହ୍ବାନ ଦେଇଥିଲେ।
ବାଇଟ-ମୁର୍ଷି ମାର୍ଥା ବୟସ୍କ ଭୋଟର,ଝାରପଡା

ମୋଜୋରେ ଭିଜୁଆଲ ବାଇଟ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.