ETV Bharat / bharat

ଦ୍ୱାରିକା ଉପକୂଳରେ ସନ୍ଦିଗ୍ଧ ଜାହାଜ ଅଟକ

ଗୁଜୁରାଟର ଦ୍ବାରିକା ଉପକୂଳରୁ ଇଣ୍ଡୋନେସିଆର ଏକ ସନ୍ଦିଗ୍ଧ ଜାହାଜକୁ ଅଟକ ରଖିଛି ଭାରତୀୟ ତଟରକ୍ଷା ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)।

ଫାଇଲ ଫଟୋ
author img

By

Published : Jun 8, 2019, 2:34 PM IST

ଗାନ୍ଧୀନଗର: ଗୁଜୁରାଟର ଦ୍ବାରିକା ଉପକୂଳରେ ଇଣ୍ଡୋନେସିଆର ଏକ ସନ୍ଦିଗ୍ଧ ଜାହାଜକୁ ଅଟକ ରଖିଛି ଭାରତୀୟ ତଟରକ୍ଷା ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ) । ସେଠାରେ ଥିବା କ୍ରୁ ମେମ୍ବର ଇରାନର ଥିବାରୁ ଜାହାଜଟିକୁ ସନ୍ଦେହରେ ଅଟକ ରଖାଯାଇଥବା ଜଣା ପଡିଛି । ଜାହାଜଟି କ୍ୱେତ ଯାଉଥିଲା ବୋଲି ଜଣାପଡିଛି। ସେପଟେ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ତଟରକ୍ଷା ବାହିନୀ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହି ଅନେକ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି ରଖିଛି। ଗତ ମେ 21 ତାରିଖରେ ପାକିସ୍ତାନର ଏକ ମତ୍ସ୍ୟ ଡଙ୍ଗାକୁ ଅଟକ ରଖିଥିବା ବେଳେ ସେଠାରୁ 194 ପ୍ୟାକେଟର ହେରୋଇନ ଜବତ କରାଯାଇଥିଲା।

କୋରାପୁଟରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କୋରାପୁଟ ଚାଷୀଙ୍କ ମନରେ ନୂତନ ଆଶା ଭରିଦେଇଛି ।   ଗତ କିଛିଦିନ କୋରାପୁଟ ଅଂଚଳରେ ଉପରବେଳା ହେଲେ ବର୍ଷା ହେଉଥିବା ଯୋଗୁଁ କୋରାପୁଟ ପାଖଆଖରେ ଡଙ୍ଗର ଜମିରେ ଚାଷୀ ହଳ ବୁଲାଇବା ଆରମ୍ଭ କରିଦେଇଛନ୍ତି । କେହି ମୁଗ , ବିରି,  କାନ୍ଦୁଲ ବୁଣିବାର ଯୋଜନା କରିଛନ୍ତି ତ ଆଉକେହି ଧାନ ଚାଷ କରିବା ପାଇଁ ମନ ବଳେଇଛନ୍ତି । ଆଗକୁ ଭଲ ବର୍ଷା ହେବାର ଆଶା ରଖିଛନ୍ତି ସେମାନେ । ତେବେ ବର୍ତମାନ ହଳ କରିଦେବା ଫଳରେ ଆସନ୍ତା ମାସକ ମଧ୍ୟରେ  ମାଟି ତଳେ ଲୁଚି ରହିଥିବା ପୋକଜୋକ ଓ  ଫସଲକୁ ହାନି ପହଞ୍ଚୁଥିବା ବିଭିନ୍ନ କୀଟ ସୂର୍ଯ୍ୟକିରଣ ପଡିବା ପରେ  ଆଉ ରହିବେ ନାହିଁ । ଏହା ଫଳରେ ଆସନ୍ତା ମାସ କୃଷି ଉପଯୋଗୀ ବର୍ଷା ହେବା ସମୟରେ ମାଟି ହାଲୁକା ହେବା ସହ ଚାଷ କରିବା ରେ ସୁବିଧା ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।
.........
Byte : ରାମ ମୁଦୁଲି , ଚିନ୍ଦୀରି ଗାଁ
Byte : ନୀଳ ଖେମୁଣ୍ଡୁ , ସାନ ଚିନ୍ଦୀରି
P2C : Ch.Santakar
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.