ETV Bharat / bharat

କାଶ୍ମୀର ମହିଳାଙ୍କୁ ସଶକ୍ତ କରିବାକୁ ଭାରତୀୟ ସେନାର ତାଲିମ ଶିବିର - କାଶ୍ମୀର ମହିଳାଙ୍କୁ ସଶକ୍ତ କରିବାକୁ ଭାରତୀୟ ସେନାର ତାଲିମ ଶିବିର

କାଶ୍ମୀର ଉପତ୍ୟକାରେ ମହିଳାଙ୍କୁ ସଶକ୍ତ କରିବାର ପ୍ରୟାସରେ ଭାରତୀୟ ସେନା ଏଠାରେ ରେସି ଜିଲ୍ଲାର ମୋହର ଅଞ୍ଚଳରେ ଏକ ତାଲିମ ଶିବିର ଆୟୋଜନ କରିଛି ।

Indian Army trains Kashmiri women in defence
କାଶ୍ମୀର ମହିଳାଙ୍କୁ ସଶକ୍ତ କରିବାକୁ ଭାରତୀୟ ସେନାର ତାଲିମ ଶିବିର
author img

By

Published : Aug 18, 2020, 6:26 PM IST

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ମହିଳାଙ୍କୁ ସଶକ୍ତ କରିବାର ପ୍ରୟାସରେ ଭାରତୀୟ ସେନା ଏଠାରେ ରେସି ଜିଲ୍ଲାର ମୋହର ଅଞ୍ଚଳରେ ଏକ ତାଲିମ ଶିବିର ଆୟୋଜନ କରିଛି । କ୍ୟାମ୍ପରେ ଥିବା ମହିଳାଙ୍କୁ ପ୍ରତିରକ୍ଷା କୌଶଳ ବ୍ୟତୀତ ରାଇଫଲ ଓ ପିସ୍ତଲ ବ୍ୟବହାର କରିବାରେ ତାଲିମ ଦିଆଯାଉଛି ।

କାଶ୍ମୀର ମହିଳାଙ୍କୁ ସଶକ୍ତ କରିବାକୁ ଭାରତୀୟ ସେନାର ତାଲିମ ଶିବିର

ଏହି ପ୍ରସଙ୍ଗରେ ସେନାର ଉତ୍ତର କମାଣ୍ଡର ପିଆରଓ କହିଛନ୍ତି ଯେ ସୁରକ୍ଷା ବାହିନୀ ଚାହୁଁଛନ୍ତି ଯେ ଅଧିକ ମହିଳା ସେନାରେ ଯୋଗ ଦେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.