ETV Bharat / bharat

ଆମେରିକାଠାରୁ ସ୍ବତନ୍ତ୍ର ହତିଆର କିଣିବ ଭାରତ - satellite

ଭାରତୀୟ ସେନା ଆମେରକା ଠାରୁ ଏକ ସ୍ବତନ୍ତ୍ର ପ୍ରକାରର ହତିଆର ଏକ୍ସକାଲିବର ଏମ୍ୟୁନିଶନ କିଣିବାକୁ ଯାଉଛି । ଯାହା 50 କିମି ଦୂରରୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 7, 2019, 8:49 PM IST

ନୂଆଦିଲ୍ଲୀ: ଏଣିକି ଜନଗହଳି ପୂର୍ଣ୍ଣ ସ୍ଥାନରେ ବି କାହାକୁ କ୍ଷତି ନପହଞ୍ଚାଇ ଶତୃକୁ ଟାର୍ଗେଟ କରିବ ଭାରତୀୟ ସେନା । ଭାରତୀୟ ସେନା ଆମେରିକା ଠାରୁ ଏକ ସ୍ବତନ୍ତ୍ର ପ୍ରକାରର ହତିଆରଏକ୍ସକେଲିବର ଯୁଦ୍ଧାସ୍ତ୍ର କିଣିବାକୁ ଯାଉଛି । ଯାହା 50 କିମି ଦୂରରୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି ।

ଜରୁରୀକାଳୀନ କ୍ରୟ ପ୍ରକ୍ରିୟାରେ ଭାରତୀୟ ସେନା ଆମେରିକାଠାରୁ ଏହି ହତିଆର କିଣିବ । ଏହା ଜିପିଏସ ନେଭିଗେସନ ସିଷ୍ଟମ ଏବଂ ସାଟେଲାଇଟ ସିଗ୍‌ନାଲ ସାହାଯ୍ୟରେ ନିଜ ଟାର୍ଗେଟକୁ ଧ୍ବଂସ କରିବ । ଏକ୍ସକେଲିବର ଏମ୍ୟୁନିଶନ ବା 155 ଏମଏମ ଆର୍ଟିଲରୀ ବୋମା 60 କିମି ସୀମା ଭିତରେ ଥିବା ନିଜ ଟାର୍ଗେଟକୁ ଚିହ୍ନିବା ଏବଂ ତାକୁ ଭେଦ କରିବାର କ୍ଷମତା ରଖୁଛି । ଏହି ବୋମାକୁ ଏମ-777 ହୋବିତ୍‌ଜର ତୋପ ଏବଂ ଧନୁଷ ତୋପରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ସୂଚନା ଯୋଗ୍ୟ ଯେ, ପୁଲୱାମା ଭଳି ଆକ୍ରମଣ ପରର ସ୍ଥିତି ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ଏହି ବୋମାକୁ ନିୟନ୍ତ୍ରଣ ରେଖାରେ ନିୟୋଜିତ ଯୁନିଟ୍‌ ପାଇଁ କିଣା ଯାଉଛି । ଏହି ବୋମା ଆକାଶରୁ ଆସୁଥିବା ଏବଂ ବଙ୍କରରେ ଲୁଚିରହିଥିବା ଟାର୍ଗେଟକୁ ବି ଭେଦ କରି ପାରିବ ।

Intro:Body:

asfa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.