ETV Bharat / bharat

ଭାରତରେ ପହଁଞ୍ଚିଲା ଲଢୁଆ ହେଲିକପ୍ଟର 'ଆପାଚେ' - Gets US

ଭାରତ ମାଟିରେ ବିଶ୍ୱର ଲଢୁଆ ହେଲିକପ୍ଟର 'ଆପାଚେ' । ଆମେରିକା କମ୍ପାନୀ ବୋଇଙ୍ଗ ପକ୍ଷରୁ ନିର୍ମିତ ଲକ୍ଷ୍ୟଭେଦୀ 4 ଆପାଚେ ହେଲିକପ୍ଟର ଆଜି ଗାଜିଆବାଦ ସ୍ଥିତ ହିଣ୍ଡନ ବାୟୁସେନା ବେସରେ ପହଞ୍ଚିଛି।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : Jul 27, 2019, 6:31 PM IST

ନୂଆଦିଲ୍ଲ: ଭାରତରେ ପହଁଞ୍ଚିଲା ଲଢୁଆ ହେଲିକପ୍ଟର 'ଆପାଚେ' । ଆମେରିକା କମ୍ପାନୀ ବୋଇଙ୍ଗ ପକ୍ଷରୁ ଏହା ନିର୍ମିତ । ଏହାକୁ ଦୁନିଆର ଲକ୍ଷ୍ୟଭେଦ କରୁଥିବା ଲଢୁଆ ହେଲିକପ୍ଟର ମଧ୍ୟ କୁହାଯାଏ। ପ୍ରାୟ ୨୨ଟି ଏଏଚ-୬୪ଇ ଆପାଚେ ଲଢୁଆ ହେଲିକପ୍ଟର କିଣିବା ପାଇଁ ଆମେରିକୀୟ କମ୍ପାନୀ ସହିତ ରାଜିନାମା କରିଥିଲା ଭାରତ।

ଗାଜିଆବାଦ ସ୍ଥିତ ହିଣ୍ଡନ ବାୟୁସେନା ବେସରେ ୪ଟି ଆପାଚେ ହେଲିକପ୍ଟରକୁ ରଖାଯାଇଥିବା ବେଳେ ଅନ୍ୟ ୪ ହେଲିକପ୍ଟର ଆସନ୍ତା ସପ୍ତାହରେ ପହଞ୍ଚିବ। ଏହା ପରେ ୮ ହେଲିକପ୍ଟର ପଠାନକୋଟ ସ୍ଥାନାନ୍ତର କରାଯିବ। ଚୁକ୍ତି ଅନୁଯାଇ ସମୁଦାୟ 22ଟି ହେଲିକପ୍ଟରକୁ ୨୦୨୦ ସୁଦ୍ଧା ଭାରତକୁ ଆସିବ ।

ଏଏଚ-୬୪ ଆପାଚେ ବିଶ୍ବର ଲଢୁଆ ହେଲିକପ୍ଟର ଭାବେ ପରିଚିତ। ଦୀର୍ଘ ଦିନରୁ ଆମେରିକା ସେନା ଏହି ହେଲିକପ୍ଟରକୁ ବ୍ୟବହାର କରି ଆସୁଛନ୍ତି। ତେବେ ଅନେକ ଦେଶ ଏହି ହେଲିକପ୍ଟରକୁ କ୍ରୟ କରିସାରିଲଣି । ସମୁଦାୟ ୨୧୦୦ ଆପାଚେ ହେଲିକପ୍ଟର ଏବେ ସୁଦ୍ଧା କମ୍ଫାନୀ ବିକ୍ରି କରିସାରିଥିବା ବେଳେ ଆମେରିକା ସେନା ପ୍ରଥମକରି 1984 ମସିହାରେ ଏହାକୁ ସେନାରେ ସାମିଲ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.