ETV Bharat / bharat

କୁଳଭୂଷଣ ମାମଲାରେ ପୁଣି ଥରେ ଆଇସିଜେ ଯିବ ଭାରତ

author img

By

Published : Sep 12, 2019, 7:19 PM IST

କୁଳଭୁଷଣଙ୍କୁ ଦ୍ବିତୀୟ ଥର କନ୍ସୁଲର ଆକ୍ସେସ ମିଳିବ ନାହିଁ ବୋଲି ପାକିସ୍ତାନ ମନା କରିଥିବା ବେଳେ, ଏନେଇ ପୁଣି ଥରେ ଭାରତ ଆଇସିଜେ ଯିବ ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବୀଶ କୁମାର ଜଣାଇଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୁଳଭୂଷଣ ମାମଲାରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପ୍ରେସ କନଫ୍ରେନ୍ସ କରି ନିଜ ପ୍ରତିକ୍ରିୟା ରଖିଛି । ଏହି ମାମଲାରେ ଭାରତ ପୁଣି ଥରେ ଅନ୍ତରାଷ୍ଟ୍ରୀୟ ଅଦାଲତ ଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର କହିଛନ୍ତି।

ଗୁରୁବାର ପାକିସ୍ତାନ, ଜେଲରେ ବନ୍ଦୀ କୁଳଭୁଷଣଙ୍କୁ ଦ୍ବିତୀୟ କନ୍ସୁଲର ଆକ୍ସେସ ଦେବାକୁ ମନା କରିଥିଲା। କୁଳଭୁଷଣଙ୍କୁ ଦ୍ବିତୀୟ ଥର କନ୍ସୁଲର ଆକ୍ସେସ ମିଳିବ ନାହିଁ ବୋଲି ପାକିସ୍ତାନୀ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଡା.ମୋହମ୍ମଦ ଫୈଜଲ କହିଥିଲେ।

ସେପ୍ଟମ୍ବର 2ରେ ଯେଉଁ କନ୍ସୁଲର ଆକ୍ସେସ ମିଳିଥିଲା ତାହା ଆଇସିଜେର ନିର୍ଦ୍ଦେଶରେ ମିଳିଥିବା ବେଳେ ଆଇସିଜେର ଆଦେଶର ପାଳନ କରିବାକୁ ପାକିସ୍ତାନକୁ ବାରମ୍ବାର କୁହାଯାଉଥିବା ରବୀଶ କୁମାର ପ୍ରତିକ୍ରିୟା ଦେଇଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.