ETV Bharat / bharat

ଭାରତୀୟ ଦକ୍ଷତା ରିପୋର୍ଟ: କର୍ମକ୍ଷେତ୍ରରେ ହ୍ରାସ ପାଉଛି ମହିଳାଙ୍କ ସଂଖ୍ୟା

ଲଗାତର ଭାବେ କର୍ମକ୍ଷେତ୍ରରେ କମିବାରେ ଲାଗଛି ମହିଳାଙ୍କ ସଂଖ୍ୟା । ପୂର୍ବାପେକ୍ଷା ଚଳିତ ବର୍ଷ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଛି । ଚଳିତ ଦକ୍ଷତା ରିପୋର୍ଟ ଅନୁସାରେ, ମହିଳା 45.6 ପ୍ରତିଶତ ଥିବା ବେଳେ ପୁରୁଷ 47.39 ରହିଛି ।

author img

By

Published : Jul 15, 2019, 10:33 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜିର ଯୁଗରେ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ବିଚାର କରାଯାଉଛି । ଦୁହିଁଙ୍କୁ ସମାନ ଅଧିକାର ଦିଆଯାଇଛି । କେବଳ ଘର କାମ ନୁହେଁ ମହିଳା ନିଜର ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ସ୍ଥାନରେ କାମ କଲେଣି । ହେଲେ ଚଳିତ ଭାରତୀୟ ଦକ୍ଷତା ରିପୋର୍ଟ ଅନୁସାରେ, କର୍ମକ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ ରହିଥିବା ଦେଖାଦେଇଛି ।

ପୂର୍ବ ରିପୋର୍ଟରେ 2014ରେ କର୍ମକ୍ଷେତ୍ରରେ ପୁରୁଷ 30.30 ପ୍ରତିଶତ, 2015ରେ ପୁରୁଷ 34.26 ପ୍ରତିଶତଥିବା ବେଳେ ମହିଳା 37.88 ପ୍ରତିଶତ ରହିଥିଲା, ସେହିଭଳି 2016 ବର୍ଷରେ ପୁରୁଷ 36.01 ପ୍ରତିଶତ ଓ ମହିଳା 39 .95 ପ୍ରତିଶତ ରହିଥିଲା

ଏହାର ଗୋଟିଏ ବର୍ଷ ପରେ ଅର୍ଥାତ 2017 ମସିହାରେ ପୁରୁଷ 40.12 ପ୍ରତିଶତ ଓ ମହିଳା 40.88 ପ୍ରତିଶତ ରହିଥିଲା । 2018 ମସିହାରେ ପୁରୁଷ 46.87 ଓ ମହିଳା 38.15 ପ୍ରତିଶତ ରହିଥିଲା । ଠିକ ସେହିଭଳି ଚଳିତ ବର୍ଷ ମଧ୍ୟ କର୍ମନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କମ ଦେଖାଦେଇଛି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.