ETV Bharat / bharat

ବ୍ରହ୍ମୋସ ମିସାଇଲ ବିକ୍ରୟ କରିବ ଭାରତ

ଦକ୍ଷିଣ-ପୂର୍ବ ଏସିଆ ଓ ଗଲଫ୍‌ ଦେଶ ସମୂହ ଏବେ ଭାରତଠାରୁ ମିସାଇଲ୍‌ କିଣିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ଭାରତର ଏବେ ଏହି ଦେଶ ମାନଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଲାଗି ପ୍ରସ୍ତୁତ ହେଉଛି ।

author img

By

Published : May 16, 2019, 9:44 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଶ୍ବସ୍ତରରେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ କିଣିବାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ପ୍ରତିରକ୍ଷା କ୍ଷେତ୍ରରେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ଋଷିଆ, ଆମେରିକା ଭଳି ଦେଶଠାରୁ ଯୁଦ୍ଧସାମଗ୍ରୀ ଆମଦାନୀ କରୁଥିଲା । ହେଲେ ଏବେ ସମୟ ବଦଳିଛି । ଏବେ ଭାରତ ଆମଦାନୀ ନୁହେଁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିବାକୁ ଯାଉଛି । ଦକ୍ଷିଣ-ପୂର୍ବ ଏସିଆ ଓ ଗଲଫ୍‌ ଦେଶ ସମୂହ ଏବେ ଭାରତଠାରୁ ମିସାଇଲ୍‌ କିଣିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ଭାରତର ଏବେ ଏହି ଦେଶ ମାନଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଲାଗି ପ୍ରସ୍ତୁତ ହେଉଛି ।

ଆଇଏମଡିଇକ୍ସ ଏସିଆ-2019 ପ୍ରଦର୍ଶନୀକୁ ସମ୍ବୋଧିତ କରି ବ୍ରହ୍ମୋସ ଏରୋସ୍ପେଶର ସିଜିଏମ ଏସକେ ଆୟର ବ୍ରହ୍ମୋସ ମିସାଇଲ ରପ୍ତାନୀ ସମ୍ବନ୍ଧରେ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି । ଭାରତ ସରକାର ଖୁବଶୀଘ୍ର ଏସବୁ ଦେଶର ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିବେ ଓ ଏହା ପରେ ଦକ୍ଷିଣ-ପୂର୍ବ ଏସିଆର ଇଣ୍ଡୋନେସିଆ, ଭିଏତନାମ ଭଳି ଅନେକ ଦେଶ ଓ ପଶ୍ଚିମ ଏସିଆର କେତେକ ଦେଶମାନଙ୍କୁ ମିସାଇଲ୍‌ ରପ୍ତାନୀ କରାଯିବ । ପ୍ରଥମ ଥର ପାଇଁ ଭାରତ କୌଣସି ଦେଶକୁ ପ୍ରରିରକ୍ଷା ସାମଗ୍ରୀ ରପ୍ତାନୀ କରିବ ।

Intro:Body:

FGH

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.