ETV Bharat / bharat

ବାଂଲାଦେଶକୁ 10 ଡିଜେଲ ରେଳ ଇଞ୍ଜିନ ହସ୍ତାନ୍ତର କଲା ଭାରତ

ବାଂଲଦେଶର ରେଳ ଢାଞ୍ଚାକୁ ମଜବୁତ କରିବା ଉଦ୍ଦେଶ୍ୟରେ 10ଟି ଡିଜେଲ ରେଳ ଇଞ୍ଜିନ ହସ୍ତାନ୍ତର କରିଛି ଭାରତ । ଅଧିକ ପଢନ୍ତୁ...

author img

By

Published : Jul 27, 2020, 7:37 PM IST

ବାଂଲାଦେଶକୁ 10 ଡିଜେଲ ରେଳ ଇଞ୍ଜିନ ହସ୍ତାନ୍ତର କଲା ଭାରତ
ବାଂଲାଦେଶକୁ 10 ଡିଜେଲ ରେଳ ଇଞ୍ଜିନ ହସ୍ତାନ୍ତର କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ସମ୍ପର୍କରେ ଆଉ ଏକ ନୂଆ ଉପଲବ୍ଧି । ବାଂଲଦେଶର ରେଳ ଢାଞ୍ଚାକୁ ମଜବୁତ କରିବା ଉଦ୍ଦେଶ୍ୟରେ 10ଟି ଡିଜେଲ ରେଳ ଇଞ୍ଜିନ ହସ୍ତାନ୍ତର କରିଛି ଭାରତ । ରେଳମନ୍ତ୍ରୀ ପିୟୂଷ ଗୋୟେଲ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ଭିଡିଓ କନଫରେନ୍ସ ଜରିଆରେ ଏହି ରେଳ ଇଞ୍ଜିନଗୁଡିକୁ ସବୁଜ ପତକା ଦେଖାଇଥିଲେ ।

ଏହି ଅବସରରେ ବାଂଲାଦେଶର ଅନେକ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହି ରେଳ ଇଞ୍ଜିନଗୁଡିକ ପଶ୍ଚିମବଙ୍ଗର ନଦିୟା ଜିଲ୍ଲାର କେପୁର୍ବୀ ରେଳ ଷ୍ଟେସନରୁ ବାଂଲାଦେଶ ଅଭିମୁଖେ ଛଡାଯାଇଛି ।

ପୂର୍ବରୁ କେନ୍ଦ୍ରସରକାରଙ୍କ ପ୍ରୟାସରେ ଭାରତ ଓ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୁଦୃଢ କରିବାକୁ ଜଳପଥରେ ପ୍ରୟୋଗକୁ ଅଗ୍ରଗତି ମିଳିଛି । କୋଲକାତାରୁ ବାଂଲାଦେଶର ଚଟ୍ଟଗାଁ ବନ୍ଦର ଦେଇ ଅଗରତାଲାରେ ପହଞ୍ଚିଥିଲା ପ୍ରଥମ କଣ୍ଟେନର କାର୍ଗୋ ଜାହାଜ । ଏହା ପୂର୍ବୋତ୍ତରର ବିକାଶରେ ସହାୟକ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.