ETV Bharat / bharat

COVID -19 ଟ୍ରାକର: 10 ମୃତ୍ୟୁ, 606 ସଂକ୍ରମିତ ଓ 42 ଡିସଚାର୍ଜ - କରୋଲା ସତର୍କତା

ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାରା ଦେଶରେ 606 ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 25, 2020, 4:59 PM IST

Updated : Mar 25, 2020, 8:25 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାରା ଦେଶରେ 606 ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । 42 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେହିପରି କୋରୋନାର 10 ଜଣଙ୍କ ପ୍ରାଣ ଯାଇଛି ।

COVID -19 ଟ୍ରାକର: 10 ମୃତ୍ୟୁ, 606 ସଂକ୍ରମିତ ଓ 42 ଡିସଚାର୍ଜ

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଭାରତରେ ସଂକ୍ରମିତ କରୋନା ଭାଇରସ ସଂଖ୍ୟା 606 କୁ ବୃଦ୍ଧି ପାଇଛି ।

ଏହାପୂର୍ବରୁ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମାର୍ଚ୍ଚ ସଂଧ୍ୟା 7ଟା ପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ସଂଖ୍ୟା 563 ଏବଂ ମୃତକଙ୍କ ସଂଖ୍ୟା 9 ରହିଥିଲା । ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ 41 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଜଣାଯାଇଛି।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Last Updated : Mar 25, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.