ETV Bharat / bharat

ଉତ୍ତେଜନା ମଧ୍ୟରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ - jaishankar and wang to meet today

ଆଜି SCO ସମ୍ମିଳନୀରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । LAC ପ୍ରସଙ୍ଗରେ ହୋଇପାରେ ଆଲୋଚନା ।

ଉତ୍ତେଜନା ମଧ୍ୟରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତକାର କରିବେ ବୈଦେଶିକ ମନ୍ତ୍ରୀ

author img

By

Published : Sep 10, 2020, 8:16 AM IST

Updated : Sep 10, 2020, 8:25 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଲାଗି ରହିଛି ଉତ୍ତେଜନା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ବେଳେ ଏହାରି ମଧ୍ୟରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

ସାଙ୍ଘାଇ ସହଯୋଗ ସଙ୍ଗଠନ(SCO)ର ସମ୍ମିଳନୀରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ଗୋଟେପଟେ ଦୁଇ ଦେଶରେ ସୀମା ବିବାଦକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଥିବା ବେଳେ ଏପଟେ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବେଶ୍ ଗୁରୁତ୍ବ ବହନ କରୁଛି । ଯାହା ଉପରରେ ଉଭୟ ଦେଶର ନଜର ରହିଛି । ତେବେ ମଧ୍ୟାହ୍ନ ସମୟରେ ଏହି ବୈଠକ ହୋଇପାରେ ।

ସୂଚନା ଥାଉକି,ଗତ ସପ୍ତାହରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚୀନର ସମକକ୍ଷ ଜେନରାଲ ୱାଇ ଫେଙ୍ଗହିଙ୍କ ସହ ଦୁଇ ଘଣ୍ଟା କାଳ ବୈଠକ ହୋଇଥିଲା ।

Last Updated : Sep 10, 2020, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.