ETV Bharat / bharat

ବିଶ୍ବସ୍ତରରେ ଫିଲ୍ମ ଷ୍ଟାର ଓ କ୍ରିକେଟରକୁ ପଛରେ ପକାଇଲେ ମୋଦି - Narebdra Modi

ଅକ୍ଷୂର୍ଣ୍ଣ ଅଜୟେ ରହିଛି ମୋଦିଙ୍କ ଲୋକପ୍ରିୟତା । ସମସ୍ତଙ୍କୁ ପଛରେ ପକାଇ ମୋଦି ବିଶ୍ବସ୍ତରରେ ସର୍ବାଧିକ ଲୋକପ୍ରିୟ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 20, 2019, 10:01 AM IST

Updated : Jul 20, 2019, 10:40 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାର ଲୋକପ୍ରିୟ ହେବା ସହିତ ବିଶ୍ବର ଲୋକପ୍ରିୟ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି । ବ୍ରିଟେନ ଏକ ମାର୍କେଟିଂ ରିସର୍ଚ୍ଚ ଫାର୍ମ ଏବଂ ଡାଟା ଆନାଲିଟିକ୍ସ କମ୍ପାନୀ 'ୟୁଗଭ' ଦ୍ବାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି । ଗତ ଥର 8 ନଂରେ ଥିବାବେଳେ ଏଥର 2ଟି ସ୍ଥାନ ଉନ୍ନିତ ହୋଇ 6 ନଂରେ ପହଞ୍ଚିଛନ୍ତି ମୋଦି । ଏହି ରେସରେ ବକ୍ସର ମ୍ୟାରିକମ ମଧ୍ୟ ରହିଛନ୍ତି ।

Modi most admired man
ଫଟୋ ସୌଜନ୍ଯ: @PiyushGoyal
Modi most admired man
ଫଟୋ ସୌଜନ୍ଯ: @smritiirani

ଏହି ଲିଷ୍ଟରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ ଓ ସଲମାନ ଖାନ ଟପ 20ର ଅତି ଲୋକପ୍ରିୟ ହୋଇପାରିଛନ୍ତି। ଦୀପିକା, ପ୍ରିୟଙ୍କା ଓ ଐଶ୍ବର୍ଯ୍ୟା ରାୟ ଓ ସୁସ୍ମିତା ସେନ ମଧ୍ୟ ଟପ 20ର ଅତି ଲୋକପ୍ରିୟ ମହିଳା ହୋଇପାରିଛନ୍ତି ।

ବିଲ ଗେଟ୍ ମଧ୍ୟ ବିଶ୍ବର ଲୋକପ୍ରିୟ ହେବା ସହ ମିସେଲ ଓବାମା ବିଶ୍ବର ସର୍ବାଧିକ ଲୋକପ୍ରିୟ ମହିଳା ବିବେଚିତ ହୋଇଛନ୍ତି । ଏହିପରି କ୍ରିକେଟ ମହେନ୍ଦ୍ର ସିଂ ଧୋନୀ ଭାରତର ଦ୍ବିତୀୟ ଲୋକପ୍ରିୟ ହେବା ସହ ରତନ ଟାଟା ଓ ବାରାକ ଓବାମା ମଧ୍ୟ ଏହି ତାଲିକାରେ ଅଛନ୍ତି ।

ତେବେ ଟପ 5 ଲିଷ୍ଟରେ ମ୍ୟାରି କମ, କିରଣ ବେଦୀ, ଲତା ମଙ୍ଗେସକର ଓ ବିଜେପି ନେତ୍ରୀ ସୁଷମା ସ୍ବରାଜ ଓ ଦୀପିକା ପାଦୁକୋଣ ସାମିଲ ଅଛନ୍ତି ।

Intro:Body:Conclusion:
Last Updated : Jul 20, 2019, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.