ETV Bharat / bharat

ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା - ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା

ଦିଲ୍ଲୀ ନୋଏଡାରେ ଲୋକାର୍ପିତ ହୋଇଛି ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ନିର୍ମିତ ଚରଖା । ବାପୁଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଏହା ସ୍ବଚ୍ଛତାର ବାର୍ତ୍ତା ଦେବ । ଅଧିକ ପଢନ୍ତୁ...

plastic Charkha
ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା
author img

By

Published : Dec 29, 2019, 12:06 AM IST

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ 14 ଫୁଟର ଚରଖା । ଦିଲ୍ଲୀ ସେକ୍ଟର-94ରେ ଲୋକାର୍ପିତ ହୋଇଛି ପ୍ଲାଷ୍ଟିକ ଚରଖା । 1250 କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ତରଳାଇ 8 ଫୁଟ ଦୈର୍ଘ୍ୟ ଓ 20 ଫୁଟ ଲମ୍ବା ବିଶିଷ୍ଟ ଚରଖା ନିର୍ମାଣ କରାଯାଇଛି । ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଏହା ସାରା ଦେଶରେ ସ୍ବଚ୍ଛତାର ବାର୍ତ୍ତା ପ୍ରଦାନ କରିବା । ତେବେ ପ୍ଲାଷ୍ଟିକରୁ ତିଆରି ହୋଇଥିବା ଚରଖା ଏବେ ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି । ଗତ ଅକ୍ଟୋବର ମାସରୁ ସାରା ଦେଶରେ ପ୍ଲାଷ୍ଟିକ ମୁକ୍ତ ପରିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ସ୍ବଚ୍ଛତାର ବାର୍ତ୍ତା ଦେବ ବିଶ୍ବର ବୃହତ୍ତ ପ୍ଲାଷ୍ଟିକ ଚରଖା

ନୋଏଡା କର୍ତ୍ତୃପକ୍ଷଙ୍କ 1250 ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ତରଳାଇ ଏହି ଚରଖା ନିର୍ମାଣ କରାଯାଇଛି। ଏହା ସହ 1650 କିଲୋଗ୍ରାମ ସ୍ତରର ବହୁତ ଗୁଡାଏ କାଠରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ଚରଖା ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଂସଦ ଡ.ମହେଶ ଶର୍ମା ଓ ବିଧାୟକ ପଙ୍କଜ ସିଂହ ସାମିଲ ଥିଲେ ।

Intro:नोएडा अथॉरिटी ने सेक्टर 94 में प्लास्टिक वेज से बनाया चरखा तैयार कर दिया है। 1250 किलोग्राम प्लास्टिक पिघलाकर चरखा बनाया गया है। चरखे का कुल वजन 1650 किलोग्राम है। चरखे की लंबाई 14 फुट है, 8 फुट चौड़ा और 20 फुट लंबा चरखा है। गांधी जी की 150वीं जयंती के तहत स्वच्छता के संदेश के साथ चरखा बनाया गया है।

Body:2 अक्टूबर से शहर को प्लास्टिक फ्री करने की तैयारी के तहत प्लास्टिक चरखे का निर्माण किया गया है। बता दे इंडिया बुक ऑफ रिकॉर्ड्स इसे प्लास्टिक से बना इंडिया में सबसे बड़े चरखे का दर्जा दिया है। सेक्टर 94 में नोएडा अथॉरिटी ने 1250 किलोग्राम वेस्ट प्लास्टिक को पिघलाकर यह चरखा बनाया है। 1650 किलोग्राम के स्तर के में बाकी लकड़ी जैसे अन्य चीजों का इस्तेमाल किया गया है।

Conclusion:चरखे का उद्घाटन केंद्रीय मंत्री स्मृति ईरानी, सांसद डॉ महेश शर्मा और विधायक पंकज सिंह करेंगे।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.