ETV Bharat / bharat

24 ଘଣ୍ଟାରେ 21 ବିଏସଏଫ ଯବାନ କୋରୋନା ପଜେଟିଭ - 24 ଘଣ୍ଟାରେ 21 ବିଏସଏଫ ଯବାନ କୋରୋନା ପଜେଟିଭ

24 ଘଣ୍ଟାରେ 21 ଜଣ ବିଏସଏଫ ଯବାନ କୋରୋନା ସଂକ୍ରମିତ । 305 କୋଭିଡ ମାମଲା ସକ୍ରିୟ ଥିବା ବେଳେ 655 ବିଏସଏଫ ଯବାନ ଆରୋଗ୍ୟ ଲାଭ କରିଥିବା ସୂଚନା । ଅଧିକ ପଢନ୍ତୁ....

In the last 24 hours, 21 more Border Security Force (BSF) personnel tested positive for COVID19
24 ଘଣ୍ଟାରେ 21 ବିଏସଏଫ ଯବାନ କୋରୋନା ପଜେଟିଭ
author img

By

Published : Jun 29, 2020, 11:22 AM IST

ନୂଆଦିଲ୍ଲୀ : 24 ଘଣ୍ଟା ମଧ୍ୟରେ, 21 ଜଣ ବିଏସଏଫ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ଏବଂ 18 ଜଣ ସୁସ୍ଥ ହୋଇଛନ୍ତି । ତେବେ 305 କୋଭିଡ ମାମଲା ସକ୍ରିୟ ଥିବା ବେଳେ 655 ଜଣ ବିଏସଏଫ ଯବାନ ଆରୋଗ୍ୟ ଲାଭ କରିଥିବା ବର୍ଡର ସିକ୍ୟୁରିର୍ଟି ଫୋର୍ସ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ମହାମାରୀର ରୂପ ନେଇ ଥିବା କୋରୋନାରେ ପ୍ରତିଦିନ ଶହ ଶହ ମୁଣ୍ତ ଗଡୁଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଏହି କୋରୋନା ସଂକ୍ରମଣ ଉପରେ ରୋକ ଲାଗିପାରୁନି । ନୂଆ ନୂଆ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ, ଭାରତରେ ପଜେଟିଭଙ୍କ ସଂଖ୍ୟା 528859 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 16095 ରେ ପହଞ୍ଚିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.