ETV Bharat / bharat

ଦିଲ୍ଲୀ ହିଂସା: 254ଟି ମାମଲା ରୁଜୁ, 903 ଜଣଙ୍କ ସମ୍ପୃକ୍ତି - delhi violenece case registred

ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ପ୍ରାୟ 254ଟି ମାମଲା ରୁଜୁ କରାଯାଇଥିବା ବେଳେ 903 ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଅଧିକ ପଢନ୍ତୁ...

delhi violence
ଦିଲ୍ଲୀ ହିଂସା
author img

By

Published : Mar 2, 2020, 10:06 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ପ୍ରାୟ 254ଟି ମାମଲା ରୁଜୁ କରାଯାଇଥିବା ବେଳେ ହିଂସାରେ 903 ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।

ଆର୍ମ ଆକ୍ଟ ଅଧିନରେ 41ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହାସହ ହିଂସା ସମୟରେ କୌଣସି ପିସିଆର କଲ୍ ଆସିନଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ମନଦୀପ ସିଂହ ରନ୍ଧୱା । ଦଙ୍ଗା ହୋଇଥିବା ସ୍ଥାନ ବର୍ତ୍ତମାନ କଡା ସୁରକ୍ଷା ବଳରେ ଥିବା କହିଛନ୍ତି ପୋଲିସ ଅଧିକାରୀ ।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ମଧ୍ୟ ହିଂସା ବ୍ୟାପୁଥିବା ସେ କହିଛନ୍ତି । ଏଥିରେ 13 ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି । ବିନା କୌଣସି ସୂଚନାରେ କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ କିଛି ବି ସେୟାର କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

PTI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.