ETV Bharat / bharat

ଚୀନରେ ସୁସ୍ଥ ହେଉଛନ୍ତି 89 ପ୍ରତିଶତ କୋରୋନା ସଂକ୍ରମିତ

ଚୀନରେ ପାଖାପାଖି 4 ହଜାର ଲୋକଙ୍କ ମୃତ୍ୟୁ ଘଟିବା ପରେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚିଛି । କିନ୍ତୁ ବର୍ତ୍ତମାନ 89 ପ୍ରତିଶତ ସଂକ୍ରମିତ ଲୋକ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛି ଚୀନ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ..

China
China
author img

By

Published : Mar 25, 2020, 9:59 AM IST

ବେଜିଂ: ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ 192 ଦେଶକୁ ବ୍ୟାପି ସାରିଛି । ସାରା ବିଶ୍ବରେ ଏହା ତାହାର କରାଳ ତାଣ୍ଡବ ରଚିଚାଲିଛି । ଚୀନରେ ପାଖାପାଖି 4 ହଜାର ଲୋକଙ୍କ ମୃତ୍ୟୁ ଘଟିବା ପରେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚିଛି । କିନ୍ତୁ ବର୍ତ୍ତମାନ 89 ପ୍ରତିଶତ ସଂକ୍ରମିତ ଲୋକ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛି ଚୀନ ସ୍ବାସ୍ଥ୍ୟ ବିଭାଗ ।

ଗତବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ମହାମାରୀ କରୋନା ଭାଇରସରେ ୮୧,୦୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୮୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୫,୧୨୦ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛି ଚୀନର ସ୍ବାସ୍ଥ୍ୟ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.