ETV Bharat / bharat

ସର୍ଜରୀ ନୁହେଁ ଘରୋଇ ଉପଚାରରେ କୀଡନୀ ଷ୍ଟୋନ ଚିକିତ୍ସା - relief in stone

ଅନେକ ସମୟରେ ଖାଦ୍ୟପେୟ ପରିବର୍ତ୍ତନ କୀଡନୀକୁ କ୍ଷତି ପହଞ୍ଚାଇଥାଏ। ଯାହା ପରବର୍ତ୍ତୀ ସମୟରେ ଷ୍ଟୋନ କରିଥାଏ। ଏହି ଷ୍ଟୋନକୁ ଅପରେସନ ମାଧ୍ୟମରେ ବାହାର କରାଯାଏ। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ବି ଆମେ ଏହାର ଉପଚାର କରି ପାରିବା। ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ...

_KIDNEY STONE
ସର୍ଜରୀ ନୁହେଁ ଘରୋଇ ଉପଚାରରେ କୀଡନୀ ଷ୍ଟୋନ ଚିକିତ୍ସା
author img

By

Published : Jan 14, 2020, 9:08 AM IST

କୀଡନୀ ମଣିଷ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାର କାର୍ଯ୍ୟକାରିତା ଶରୀରରେ ଜଳୀୟଅଂଶ,କେମିକାଲ ଓ ବିଭିନ୍ନ ମିନେରାଲ୍ସ ପରିମାଣକୁ ସଠିକ୍ ରଖିବା ସହ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଥାଏ। ଯାହା ଆମେ ଖାଇଥାଉ ତାହା ଶରୀରକୁ ଶକ୍ତି ଯୋଗାଇଥାଏ। ସେଥିମଧ୍ୟରୁ କୀଡନୀ ଦରକାରୀ ପଦାର୍ଥକୁ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ମାଧ୍ୟମରେ ପହଞ୍ଚାଇଥାଏ।

ହେଲେ ଅନେକ ସମୟରେ ଖାଦ୍ୟପେୟ ପରିବର୍ତ୍ତନ କୀଡନୀକୁ କ୍ଷତି ପହଞ୍ଚାଇଥାଏ। ଯାହା ପରବର୍ତ୍ତୀ ସମୟରେ ଷ୍ଟୋନ କରିଥାଏ। ଏହି ଷ୍ଟୋନକୁ ଅପରେସନ ମାଧ୍ୟମରେ ବାହାର କରାଯାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ବି ଆମେ ଏହାର ଉପଚାର କରି ପାରିବା।

ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ...

ଆପଣମାନେ ସମସ୍ତେ ଜାଣିଥିବେ ମଣିଷ ଶରୀରରେ 70 ପ୍ରତିଶତରୁ ଅଧିକ ପରିମାଣର ଜଳୀୟ ଅଂଶ ରହିଥାଏ। ଜଳୀୟ ଅଂଶର ଅଭାବ ଦେଖା ଦେଲେ ଶରୀରକୁ ବହୁ ପରିମାଣରେ କ୍ଷତି ପହଞ୍ଚାଇଥାଏ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଅତି କମରେ 7 ରୁ 8 ଗ୍ଲାସ ପାଣି ପିଇବା ଜରୁରୀ। ଯେତେ ଅଧିକା ପାଣି ପିଇବେ ସେହି ପରିମାଣରେ ବିଷାକ୍ତ ଗ୍ୟାସ ପରିସ୍ରା ଦ୍ବାରା ଶରୀରରୁ ନିର୍ଗତ ହୋଇଥାଏ। ଯଦି ଆପଣଙ୍କ କୀଡନୀରେ ଷ୍ଟୋନ ହୋଇଛି ତେବେ ଅଧିକରୁ ଅଧିକ ପାଣି ପିଅନ୍ତୁ ଯାହା ଷ୍ଟୋନକୁ ବାହାର କରିବାକୁ ସାହାଯ୍ୟ କରିବ।

ଅଲିଭ ଅଏଲ ଓ ଲେମନ ଜୁସ

କୀଡନିରେ ଷ୍ଟୋନ ହୋଇଥିଲେ ବିନା ଅପରେସନ ଦ୍ବାରା ଏହାକୁ ବାହାର କରିହେବ। ଏଥିପାଇଁ ଅଲିଭ ଅଏଲ ଓ ଲେମ୍ବୁ ରସକୁ ମିଶାଇ ଏକ ଜୁସ ପ୍ରସ୍ତୁତ କରିବାକୁ ପଡିବ। ଏହି ଜୁସକୁ ପ୍ରତିଦିନ ପିଇବାକୁ ପଡିବ, କାରଣ ଲେମ୍ବୁ ରସ ଷ୍ଟୋନକୁ ଭାଙ୍ଗିବା ସହ ଅଲିଭ ଅଏଲ ଷ୍ଟୋନ ବାହାର କରିଥାଏ।

_KIDNEY STONE
ସର୍ଜରୀ ନୁହେଁ ଘରୋଇ ଉପଚାରରେ କୀଡନୀ ଷ୍ଟୋନ ଚିକିତ୍ସା

ଆପଲ ସିଡର ଭିନେଗାର

ଆପଲ ଭିନେଗାରରେ ସାଇଟ୍ରିକ ଏସିଡ ରହିଥାଏ। ଯାହା କୀଡନୀ ଷ୍ଟୋନକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିବା ସମୂଳେ ନଷ୍ଟ କରିବାରେ ସାହାଯ୍ୟ କରେ। ଏହି ଜୁସକୁ ନେବା ସମୟରେ ପରିମାଣକୁ ଧ୍ୟାନରେ ରଖିବାକୁ ପଡିବ। ସେଥିପାଇଁ ପ୍ରତିଦିନ 2 ଚାମଚ ଆପଲ ଭିନେଗାର ଗରମ ପାଣିରେ ପିଇବା ଦରକାର।

ଡାଳିମ୍ବ ଜୁସ୍

ଡାଳିମ୍ବ ରସରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ଏହି ଜୁସ ଶରୀରରୁ ଜଳୀୟ ଅଂଶର ଅଭାବ ପୂରଣ କରିବା ସହ ଏକ ପ୍ରାକୃତିକ ଉପାୟରେ କୀଡନୀ ଷ୍ଟୋନରୁ ରକ୍ଷା ଦେଇଥାଏ।

ଅଁଳା

ଅଁଳା ଶରୀରରୁ ଷ୍ଟୋନ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତିଦିନ ସକାଳ ସମୟରେ ଅଁଳା ପାଉଡର ଖାଇବା ଦରକାର। ଏହାଛଡା ଅଁଳା କୋଳି ଷ୍ଟୋନ ଚିକିତ୍ସା ପାଇଁ ଅତ୍ୟନ୍ତ ଉପାଦେୟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.