କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଆଇଏମସିଟି । IMCT ନେତା ଅପୁରଭା ଚନ୍ଦ୍ରଙ୍କ ଲେଖିଛନ୍ତି “ପରିସଂଖ୍ୟନ ରିପୋର୍ଟରେ ରାଜ୍ୟ ସ୍ୱଚ୍ଛ ଏବଂ ନିରନ୍ତର ହେବା ଆବଶ୍ୟକ ଏବଂ ଭୂତାଣୁ ବିସ୍ତାର ନକରିବା ଆବଶ୍ୟକ”।
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ - ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ
ଆଜି(ସୋମବାର) ରାଜ୍ୟରେ କମିଟିର ଶେଷଦିନ ଥିବାରୁ IMCT ମୁଖ୍ୟ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବିଭିନ୍ନ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଆଇଏମସିଟି । IMCT ନେତା ଅପୁରଭା ଚନ୍ଦ୍ରଙ୍କ ଲେଖିଛନ୍ତି “ପରିସଂଖ୍ୟନ ରିପୋର୍ଟରେ ରାଜ୍ୟ ସ୍ୱଚ୍ଛ ଏବଂ ନିରନ୍ତର ହେବା ଆବଶ୍ୟକ ଏବଂ ଭୂତାଣୁ ବିସ୍ତାର ନକରିବା ଆବଶ୍ୟକ”।
ତେବେ ଆଜି(ସୋମବାର) ରାଜ୍ୟରେ କମିଟିର ଶେଷଦିନ ଥିବାରୁ କମିଟି ମୁଖ୍ୟ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ବିଭିନ୍ନ ପରାମର୍ଶ ଦେଇଛନ୍ତି । ଆଇଏମସିଟି କମିଟି ମୁଖ୍ୟ ଲେଖିଛନ୍ତି ରାଜ୍ୟରେ କରୋନା ମୁରାବିଲା ପାଇଁ ଆମେ ରାଜ୍ୟ ସରାକରଙ୍କ ସହଯୋଗ ଲୋଡିଥିଲୁ । ଆଶା କରୁଛୁ ସରକାର ମହାମାରୀ ନବ୍ୟାପୀବା ପାଇଁ ଦୃଢପଦକ୍ଷେପ ନେବେ । ଏହାସହ କରୋନାକୁ ରୋକିବା ପାଇଁ ଯାହା ଆବଶ୍ୟକ ତାହା କରିବେ ।