ETV Bharat / bharat

କୋରୋନା ମୁକାବିଲା, ପୋର୍ଟେବଲ ଭେଣ୍ଟିଲେଟର ଦେବ ଆଇଆଇଟି କାନପୁର - IITKANPUR WORKING ON PORTABLE VENTILATOR

କୋରୋନା ବିରୋଧରେ ମୁକାବିଲା କରିବାକୁ ସମଗ୍ର ଦେଶ ଏକଜୁଟ ହୋଇଛି । ପିଏମ କେୟାର ଫଣ୍ଡକୁ ଲୋକେ ଅର୍ଥ ଦାନ କରୁଛନ୍ତି । ସେପଟେ ଆଇଆଇଟି କାନପୁର ପୋର୍ଟେବୁଲ ଭେଣ୍ଟିଲେଟର ତିଆରି କରିବାରେ ଲାଗିପଡିଛି । ଅଧିକ ପଢନ୍ତୁ..

କୋରୋନା
କୋରୋନା ମୁକାବିଲା, ପୋର୍ଟେବଲ ଭେଣ୍ଟିଲେଟର ଦେବ ଆଇଆଇଟି କାନପୁର
author img

By

Published : Apr 1, 2020, 2:46 PM IST

ଲକ୍ଷ୍ନୌ କୋଭିଡ-19 ମୁକାବିଲା କରିବାକୁ ସମସ୍ତେ ତତ୍ପର । ସଂକ୍ରମଣ ନବ୍ୟାପିବାକୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଗବେଷକମାନେ ଏହାର ମୁକାବିଲା କରିବାକୁ ଟୀକା ଉଦ୍ଭାବନ କରିବାକୁ ଲାଗିପଡିଥିବାବେଳେ ଆଇଆଇଟି କାନପୁର ମଧ୍ୟ ଚେଷ୍ଟା ଚଳାଇଛି ।

ଆଇଆଇଟି କାନପୁର ପୋର୍ଟେବଲ ଭେଣ୍ଟିଲେଟରରେ ଉପରେ କାମ କରୁଛି । ଏହି ଭେଣ୍ଟିଲେଟରରେ ଭେଣ୍ଟିଲେଟରର ପ୍ରୋଟୋ ଟାଇପ ଶୀଘ୍ର ପ୍ରସ୍ତୁତ ହେବ । ଏହା ଏକତ୍ର ହେବା ପରେ ଏହାକୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ଭାବରେ ବ୍ୟବହାର କରାଯାଇପାରିବ । ତେବେ ଏବେ ସୁଦ୍ଧା କୋଭିଡ-19 ଯୋଗୁଁ ମୃତ୍ୟୁ ସଂଖ୍ୟା 32କୁ ବୃଦ୍ଧି ପାଇଥିବାବେଳେ ସୋମବାର ସୁଦ୍ଧା ମୋଟ ସକ୍ରିୟ କୋରୋନା ଭାଇରସ ରୋଗୀଙ୍କ ସଂଖ୍ୟା 1200ରୁ ଅଧିକ ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.