ETV Bharat / bharat

'ରାଫେଲ ଦସ୍ତାବିଜ ସାର୍ବଜନୀନ ହେଲେ ଦେଶର ସାର୍ବଭୌମତ୍ବରେ ଆସିବ ବିପଦ'

ରାଫେଲ ଚୁକ୍ତି ମାମଲାରେ କେନ୍ଦ୍ର ସରକାର କୋର୍ଟରେ ନୂଆ ଯାଚିକା ଦାଖଲ କରିଛନ୍ତି । ଏଥିରେ ସରକାର ନିଜ ପୁରୁଣା କଥା ଓ ଦାବି ଉପରେ ଅଟଳ ଅଛନ୍ତି ।

author img

By

Published : May 5, 2019, 2:20 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରଧୀନରେ ରହିଛି । ଏହି ମାମଲାରେ କେନ୍ଦ୍ର ସରକାର କୋର୍ଟରେ ନୂଆ ଯାଚିକା ଦାଖଲ କରିଛନ୍ତି । ଏଥିରେ ସରକାର ନିଜ ପୁରୁଣା କଥା ଓ ଦାବି ଉପରେ ଅଟଳ ଅଛନ୍ତି ।

କୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ, ସୁରକ୍ଷା ସମ୍ବନ୍ଧୀୟ ଗୋପନୀୟ ଦସ୍ତାବିଜର ସାର୍ବଜନୀନ ପ୍ରଘଟ କରିବା ଦ୍ବାରା ଦେଶର ସାର୍ବଭୌମତ୍ବ ଓ ଅସ୍ତିତ୍ବ ଉପରେ ବିପଦ ରହିଛି । ସୁପ୍ରିମକୋର୍ଟରେ ରାଫେଲ ଚୁକ୍ତିର ଗୋପନୀୟ ଦସ୍ତାବିଜର ପରୀକ୍ଷଣରୁ ସୁରକ୍ଷାବଳର ମୁତୟନ, ପରମାଣୁ ପ୍ରତିଷ୍ଠାନ, ଆତଙ୍କବାଦ ନିରୋଧକ ଉପାୟ ସମ୍ବନ୍ଧୀୟ ଗୁପ୍ତ ସୂଚନାର ଖୁଲାସା ହେବାର ଆଶଙ୍କା ବୃଦ୍ଧି ହୋଇଯାଇଛି ।

ସରକାର କହିଛନ୍ତି ଯେ, ୨୦୧୮ ଡିସେମ୍ବର ୧୪ରେ ରାଫେଲ କ୍ରୟର ତଦନ୍ତ ପାଇଁ ଉଠିଥିବା ଦାବିର ସମସ୍ତ ଯାଚିକାକୁ ଖାରଜ କରିବାର ସୁପ୍ରିମକୋର୍ଟର ନିଷ୍ପତ୍ତି ସଠିକ ଥିଲା । ରାଫେଲ ପୁନର୍ବିଚାର ଯାଚିକା ମାଧ୍ୟମରେ ଯାଚିକାକର୍ତ୍ତା ଚୁକ୍ତିର ତଦନ୍ତ କରିବାକୁ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାର ସିଲ ଆବଦ୍ଧ ନୋଟରେ କୋର୍ଟଙ୍କୁ କୌଣସି ଭୁଲ ତଥ୍ୟ ଦେଇନାହାଁନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.