ETV Bharat / bharat

'ସରକାରରେ ମିଶିଲେ ମିଳିବ ମନ୍ତ୍ରୀ ପଦ' - 'ସରକାରରେ ମିଶିଲେ ମିଳିବ ମନ୍ତ୍ରୀ ପଦ'

ସରକାରରେ ମିଶିଲେ ଏନସିପିକୁ ମିଳିବ 2ଟି ମନ୍ତ୍ରୀ ପଦ । ଗୋଟିଏ ଶରତ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ଅନ୍ୟଟି ପ୍ରଫୁଲ୍ଲ ପଟେଲଙ୍କୁ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ।

'ସରକାରରେ ମିଶିଲେ ମିଳିବ ମନ୍ତ୍ରୀ ପଦ'
author img

By

Published : Nov 23, 2019, 1:49 PM IST

ମୁମ୍ବାଇ: ରାତାରାତି ବଦଳିଗଲା ସବୁ ସମୀକରଣ । ମହାରାଷ୍ଟ୍ରର ରାଜନୀତିରେ ଯବନିକା ପକାଇଲା ବିଜେପି । ଏନସିପିର ପ୍ରମୁଖ ନେତା ଅଜିତ ପାୱାରଙ୍କ ଯୋଗୁଁ ଧୂଳିସାତ ହୋଇଯାଇଛି ଶିବସେନାର ମୁଖ୍ୟମନ୍ତ୍ରୀ ଆସନ ସ୍ବପ୍ନ।ସେପଟେ ସରକାର ସହ ଏନସିପି ମିଶିଲେ ମନ୍ତ୍ରୀ ପଦ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ସେଥିରୁ ଗୋଟିଏ ସୁପ୍ରିୟା ସୁଲେ ଓ ଅନ୍ୟଟି ପ୍ରଫୁଲ୍ଲ ପଟେଲଙ୍କୁ ।

ରାତି ପାହିଥିଲେ ସରକାର ଗଢିଥାନ୍ତେ ଶିବସେନା-ଏନପିସି-କଂଗ୍ରେସ । ହେଲେ ରାତି ପାହିଲା ପରେ ରାଜନୀତିର ପାଶପାଲି ଯେମିତି ଓଲଟି ଯାଇଥିଲା। ଏଥିପାଇଁ ଶରତ ପାୱାର ଓ ଝିଅ ଅଜିତ ପାୱାରଙ୍କୁ ଦୋଷ ଦେବା ସହ ବିଜେପିକୁ ସମର୍ଥନ ଜଣାଉନାହାଁନ୍ତି। ପୂର୍ବରୁ ମହାରାଷ୍ଟ୍ର ରାଜନୀତିକୁ ନେଇ ଅମିତ ଶାହା ସବୁ ଠିକ ହୋଇଯିବ ବୋଲି କହୁଥିବାବେଳେ ଆଜି ତାହା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ରାମଦାସ ଆଠୱାଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.