ETV Bharat / bharat

ବୁଲବୁଲ ଜଙ୍ଗଲରେ ଆଇଡି ବ୍ଲାଷ୍ଟ, ଜଣେ ଗ୍ରାମବାସୀ ମୃତ

ଝାଡଖଣ୍ଡରେ ଆଇଡି ବ୍ଲାଷ୍ଟ । ଜଣେ ଗ୍ରାମବାସୀ ମୃତ । ଜଣେ ଗୁରୁତର ଆହତ । ଝାଡଖଣ୍ଡ ଲୋହରଦଗା ଓ ଲାଦେହାର ସୀମାର ପେଶରାର ପୋଲିସ ଥାନା ଅନ୍ତର୍ଗତ ବୁଲବୁଲ ଜଙ୍ଗଲରେ ଆଇଡି ବିସ୍ଫୋରଣ ଘଟିଛି ।

ied explodes in bulbul jungle
ଝାଡଖଣ୍ଡରେ ଆଇଡି ବ୍ଲାଷ୍ଟ, ଜଣେ ଗ୍ରାମବାସୀ ମୃତ
author img

By

Published : Dec 13, 2019, 8:15 PM IST

ରାଞ୍ଚି: ଝାଡଖଣ୍ଡରେ ଆଇଡି ବ୍ଲାଷ୍ଟ । ଜଣେ ଗ୍ରାମବାସୀ ମୃତ । ଜଣେ ଗୁରୁତର ଆହତ । ଝାଡଖଣ୍ଡ ଲୋହରଦଗା ଓ ଲାଦେହାର ସୀମାର ପେଶରାର ପୋଲିସ ଥାନା ଅନ୍ତର୍ଗତ ବୁଲବୁଲ ଜଙ୍ଗଲରେ ଆଇଡି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଙ୍ଗଲକୁ ବାଉଁଶ ପାଇଁ ଯାଇଥିବା ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ।

ପୋଲିସ ସୂଚନା ଅନୁସାରେ, ସେହି ଜଙ୍ଗଲରେ କିଛି ନକ୍ସଲ ରହୁଥିବାବେଳେ ଜଙ୍ଗଲକୁ 6 ଜଣ ଗ୍ରାମବାସୀ ବାଉଁଶ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ଆଇଡି ବ୍ଲାଷ୍ଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି ।

Intro:ଇକୋ ରି ଟ୍ରିଟBody:ଅସନ୍ତା କାଲି କୋଣାର୍କ ରାମ ଚଣ୍ଡୀ ସମୁଦ୍ର ବେଳାଭୂମି ରେ ଉଦ୍ଘାଟନ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇଭେଣ୍ଟ କୁ ଅସନ୍ତା କାଲି ଅପରାହ୍ନ4 ଟା ରେ ଉଦ୍ଘାଟନ କରିବେ । ସେ ନେଇ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି। ଗୁଜୁରାଟ କଛ ରାନ ଉତ୍ସବ ଭଳି ଏହି ଉତ୍ସବ ର ପରିକଳ୍ପନା ରହିଛି। ମୁଖ୍ୟତ ସମୁଦ୍ର ବେଳାଭୂମି ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଉପଭୋଗ ନିମନ୍ତେ ପର୍ଯ୍ୟଟକ ଙ୍କ ପାଇଁ ଏହି ବଡ଼ ଉତ୍ସଵ ଅୟୋଜନ କରାଯାଉଛି। ଯାହାକି 14 ଡିସେମ୍ବର ଠାରୁ 14 ଜାନୁଆରୀ ଏକ ମାସ ଧରି ଅନୁଷ୍ଠିତ ହେବ। ପର୍ଯ୍ୟଟକ ରହିବା ପାଇଁ ଅତ୍ୟାଧୁନିକ 50 ଟି ଟେଣ୍ଟ କରାଯାଇଛି। ଟେଣ୍ଟ ଗୁଡିକ ସମ୍ପୂର୍ଣ୍ଣ ଶୀତ ତାପ ନିୟନ୍ତ୍ରିତ ରହିବ। ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସଂସ୍କୃତି କ କାର୍ଯ୍ୟକ୍ରମ ,, ସଙ୍ଗୀତ ପରିବେଷଣ , ସାମୁଦ୍ରିକ କ୍ରୀଡା ସମେତ ପୁରୀ ର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର ବ୍ୟବସ୍ଥା ରହିଛି। ସେହିପରି ପର୍ଯ୍ୟଟକ ଙ୍କ ପାଇଁ ଦେଶୀ ବିଦେଶୀ ଖାଦ୍ୟ ର ସମ୍ଭାର ରହିବ। ତେବେ ସମୁଦ୍ର ବେଳାଭୂମି ରେ କାର୍ଯ୍ୟକ୍ରମ ଆୟୋଜନ ନେଇ ସମସ୍ତ ଆଇନି ଗତ ପ୍ରକ୍ରିୟା କରାଯାଇ ଥିବା ବେଳେ ବେଳାଭୂମି ଯେଭଳି ପ୍ରଦୂଷିତ ନ ହୁଏ ସେ ନେଇ ବ୍ୟବସ୍ଥା ହୋଇଛି। ତେବେ ଏହି ଇକୋ ରି ଟ୍ରିଟ କାର୍ଯ୍ୟକ୍ରମ ନିଶ୍ଚିତ ପର୍ଯ୍ୟଟକ ଙ୍କୁ ଏକ ନିଆରା ସ୍ମୃତି ଦେବା ସହ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ବୋଲୀ ପୁରୀ ଜିଲାପାଳ କହିଛନ୍ତି।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.