ETV Bharat / bharat

ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ, ଆଇଇଡି ନିଷ୍କ୍ରିୟ - ଜମ୍ମୁ-କାଶ୍ମୀରରେ ଆଇଇଡି ନିଷ୍କ୍ରିୟ

ଜମ୍ମୁ କାଶ୍ମୀର ରାଜୌରୀ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ଭାରତୀୟ ଯବାନ ।

ied-defused
ଫାଇଲ ଫଟୋ
author img

By

Published : Dec 30, 2019, 8:16 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛନ୍ତି ଭାରତୀୟ ଯବାନ । ରବିବାର ଜମ୍ମୁ କଶ୍ମୀର ରାଜୌରୀ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଆତଙ୍କବାଦୀମାନେ ଆଇଇଡି ଖଞ୍ଜିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ତେବେ ଆଇଇଡି ମିଳିବା ପରେ ଏହାକୁ ସଫଳତାପୂର୍ବକ ନିଷ୍କ୍ରିୟ କରି ଦିଆଯାଇଥିବା ଜଣା ପଡିଛି ।

ସେପଟେ ଘଟଣା ପରେ ଜମ୍ମୁ-କାଶ୍ମୀର ପୋଲିସ ହାଇ ଆଲର୍ଟରେ ରହିଛି । ଘାଟିରୁ ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଘେରାବନ୍ଦୀ ଓ ସର୍ଚ୍ଚ ଅପରେଶନ ତୀବ୍ର କରିବାକୁ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.