ETV Bharat / bharat

ମଣିପୁର ଇମ୍ଫାଲରେ ଆଇଡି ବିସ୍ଫୋରଣ

ମଣିପୁରର ଇମ୍ଫାଲରେ ଆଇଡି ବିସ୍ଫୋରଣ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

author img

By

Published : Jan 23, 2020, 7:52 AM IST

IED Blast in Manipur
ମଣିପୁର ଇମ୍ଫାଲରେ ଆଇଡି ବିସ୍ଫୋରଣ

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଆଇଡି ବିସ୍ଫୋରଣ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ଗୁରୁବାର, ସକାଳେ ନାଗମପାଲର ଆରଆଇଏମଏସ ରାସ୍ତାରେ ଏହି ଆଇଡି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍‌ ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରୁଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.