ETV Bharat / bharat

କୋରୋନା ନମୁନାକୁ 30 ଦିନ ସଂରକ୍ଷିତ ରଖିବାକୁ ICMRର ନିର୍ଦ୍ଦେଶ - ଆଇସିଏମଆର

ଯେଉଁ ନମୁନାରୁ କୋରୋନା ସଂକ୍ରମିତ ଥିବା ଜଣାପଡିଛି ଉକ୍ତ ନମୁନାକୁ 30 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ସମସ୍ତ ସରକାରୀ ଲାବ୍ରୋଟୋରୀକୁ ନିର୍ଦ୍ଦେଶ ଦେଲେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ।

icmr
କୋରୋନା ନମୂନାକୁ 30 ଦିନ ସଂରକ୍ଷିତ ରଖିବାକୁ ଆଇସିଏମଆରର ନିର୍ଦ୍ଦେଶ
author img

By

Published : Jun 26, 2020, 11:58 AM IST

ନୂଆଦିଲ୍ଲୀ:ଯେଉଁ ନମୁନାରୁ କୋରୋନା ସଂକ୍ରମିତ ଥିବା ଜଣାପଡିଛି ଉକ୍ତ ନମୁନାକୁ 30 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ସମସ୍ତ ସରକାରୀ ଲାବ୍ରୋଟୋରୀକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ।

ସରକାରୀ ଲାବ୍ରୋଟୋରୀରେ ଆରଟି-ପିସିଆର ମାଧ୍ୟମରେ କୋରୋନା ଯାଞ୍ଚ ପାଇଁ ସଂଗ୍ରହ କରାଯାଇଥିବା ନମୁନାର ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀରେ ଆଇସିଏମଆର କହିଛି ଯେ, ନଷ୍ଟ କରିବା ପୂର୍ବରୁ ସମସ୍ତ ନମୁନାରୁ ସଂକ୍ରମଣ ମୁକ୍ତ କରିବାର ଉପଯୁକ୍ତ ପଦ୍ଧତି ଅନୁସରଣ କରାଯିବ। ଏଥିସବ ଲ୍ୟାବରେ ନଷ୍ଟ ହୋଇଥିବା ନମୁନା ଗୁଡ଼ିକର ରେକର୍ଡ ରଖିଯିବା ଉଚିତ୍ |

ନମୁନାକୁ ଫ୍ରିଜରେ ଶୂନରୁ ତଳେ 80 °ସେଲସିୟସ ତାପମାତ୍ରାରେ ରଖିଯିବା ଉଚିତ୍ । ନିର୍ଦ୍ଦେଶାବଳୀ ଅନୁଯାୟୀ, ଦୀର୍ଘ ସମୟ ଧରି ରଖାଯାଇଥିବା ନମୁନା ଗୁଡ଼ିକରେ ଲ୍ୟାବ ଚିହ୍ନଟ, ନମୁନା ସଂଗ୍ରହ ତାରିଖ ଇତ୍ୟାଦି ସୂଚନା ରହିବା ଉଚିତ୍‌ । ସଂରକ୍ଷିତ ରଖାଯାଇଥିବା ନମୁନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ଡିଜିଟାଲ୍ ରୂପରେ ରଖିବା ବାଧ୍ୟତାମୂଳକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.