ETV Bharat / bharat

'ବାପାଙ୍କୁ ନେଇ ଖୁବ ଗର୍ବ କରେ ' - madhyapradesh

'ବାପାଙ୍କୁ ନେଇ ଖୁବ ଗର୍ବ କରେ ' ବୋଲି କହିଛନ୍ତି ଡାକ୍ତରଙ୍କ ଝିଅ । ନିଜ ସ୍ୱାସ୍ଥ୍ୟ ଠାରୁ ଦେଶବାସୀଙ୍କ ପାଇଁ ଠିଆ ହୋଇଛନ୍ତି ତାଙ୍କ ବାପା । ଅଧିକ ପଢନ୍ତୁ...

iam proud of my father: doctor jadis daughter
ବାପାଙ୍କୁ ନେଇ ଖୁବ ଗର୍ବ କରେ
author img

By

Published : Apr 20, 2020, 6:43 AM IST

ଭୋପାଳ: ବର୍ତ୍ତମାନ କୋରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର । ନିଜ ଘର ପରିବାର ଛାଡି କର୍ତ୍ତବ୍ୟକୁ ଦେଉଛନ୍ତି ପ୍ରାଥମିକତା । ଏମିତିକି ନିଜ ଜୀବନକୁ ବାଜି ଲଗାଇ କରୁଛନ୍ତି କୋରୋନା ରୋଗୀଙ୍କ ସେବା ।

ତେବେ ମଧ୍ୟପ୍ରଦେଶର ଡାକ୍ତର ପ୍ରବୀଣ ଜାଡିଆଙ୍କ ଝିଅ ତାଙ୍କ ବାପାଙ୍କୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି । ସେ କହିଛନ୍ତି, ମୁଁ ମୋ ବାପାଙ୍କ ପାଇଁ ବହୁତ ଗର୍ବିତ । କିଛି ମାସ ପୂର୍ବରୁ ତାଙ୍କର ସ୍ପାଇନାଲ ଅପରେସନ ହୋଇଥିଲା । ଏବେ ବି ସେ ସଂପୂର୍ଣ୍ଣ ସୁସ୍ଥ ନୁହନ୍ତି । କିନ୍ତୁ ନିଜ ସ୍ୱାସ୍ଥ୍ୟ ଠାରୁ ଦେଶବାସୀଙ୍କ ପାଇଁ ପାଇଁ ଠିଆ ହୋଇଛନ୍ତି ।

ଲୋକଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟ କରିଚାଲିଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରର ସିଏମଏଚଓ କାର୍ଯ୍ୟରତ ଡାକ୍ତର ଜାଡିଆ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.