ETV Bharat / bharat

ଚୀନ ସହ ତିକ୍ତତା ମଧ୍ୟରେ ସୀମାରେ ତେଜସ ନିୟୋଜିତ କଲା ଭାରତୀୟ ବାୟୁସେନା - ଭାରତୀୟ ବାୟୁସେନା

ସରକାରୀ ସୂତ୍ର ଅନୁଯାୟୀ ପାକିସ୍ତାନ ସୀମା ନିକଟ ପଶ୍ଚିମ ପ୍ରାନ୍ତରେ ଭାରତୀୟ ବାୟୁସେନା ଦ୍ବାରା ହାଲୁକା ଯୁଦ୍ଧ ବିମାନ ତେଜସ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ଚୀନ ସହ ତିକ୍ତତା ମଧ୍ୟରେ ସୀମାରେ ତେଜସ ନିୟୋଜିତ କଲା ଭାରତୀୟ ବାୟୁସେନା

author img

By

Published : Aug 18, 2020, 5:54 PM IST

ନୂଆଦିଲ୍ଲୀ: ଲଦାଖରେ ଚୀନ ସହ ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ସୀମା ସହ ପଶ୍ଚିମ ପ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ତେଜସକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ସରକାରୀ ସୂତ୍ର ଅନୁଯାୟୀ ପାକିସ୍ତାନ ସୀମା ନିକଟ ପଶ୍ଚିମ ପ୍ରାନ୍ତରେ ଭାରତୀୟ ବାୟୁସେନା ଦ୍ବାରା ହାଲୁକା ଯୁଦ୍ଧ ବିମାନ ତେଜସ ନିୟୋଜିତ କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ଦକ୍ଷିଣ ଏୟାର କମାଣ୍ଡ ଅନ୍ତର୍ଗତ ସୁଲୁରରୁ ନିର୍ମିତ ପ୍ରଥମ ଏଲସିଏ ତେଜସର 45 ସ୍କ୍ବାଡ୍ରନ (ଫ୍ଲାଇଙ୍ଗ୍ ଡେଗର୍ସ)କୁ ସେଠାରେ ନିୟୋଜିତ କରାଯାଇଥିଲା । ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ବଦେଶୀ ତେଜସ ବିମାନର ପ୍ରଶଂସା କରିଥିଲେ ।LCA Mark1A ସଂସ୍କରଣ କ୍ରୟ ଚୁକ୍ତି ଖୁବ ଶୀଘ୍ର ଶେଷ ହେବା ନେଇ ସେ କହିଥିଲେ ।

ବିମାନଗୁଡ଼ିକର ପ୍ରଥମ ସ୍କ୍ବାଡ୍ରନ ପ୍ରାରମ୍ଭିକ ଅପରେସନ କ୍ଲିୟରାନ୍ସ ସଂସ୍କରଣର ହୋଇଥିବାବେଳେ ଦ୍ବିତୀୟ 18 ସ୍କ୍ବାଡ୍ରନ 'ଫ୍ଲାଇଙ୍ଗ୍ ବୁଲେଟ୍ସ' ଫାଇନାଲ ଅପରେସନ କ୍ଲିୟରାନ୍ସ ସଂସ୍କରଣର ଅଟେ । ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ୍ ଭଦଉରିଆଙ୍କ ଦ୍ବାରା ମେ 27ରେ ସୁଲୁର ଏୟାରବେସରେ ଅହୀ କାର୍ଯ୍ୟକ୍ଷମ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.