ETV Bharat / bharat

ମେଡିକାଲ ଉପକରଣ ନେଇ ଯାଉଥିବା ଚେତକର ଜରୁରୀ ଅବତରଣ - emergency landing on Delhi highway

ମେଡିକାଲ୍ ସାମ୍ପଲ ନେଇ ଚଣ୍ଡିଗଡ ଅଭିମୁଖେ ଯାଉଥିବା ଭାରତୀୟ ବାୟୁସେନାର ଚେତକ ହେଲିକପ୍ଟର ଦିଲ୍ଲୀର ରିଙ୍ଗ ରୋଡରେ ଜରୁରୀ ଅବତରଣ କରିଛି ।

IAF Chetak
IAF Chetakର ଜରୁରୀ ଅବତରଣ
author img

By

Published : Apr 16, 2020, 2:16 PM IST

ନୂଆଦିଲ୍ଲୀ: ମେଡିକାଲ୍ ସାମ୍ପଲ ନେଇ ଚଣ୍ଡିଗଡ ଅଭିମୁଖେ ଯାଉଥିବା ଭାରତୀୟ ବାୟୁସେନାର ଚେତକ ହେଲିକପ୍ଟର ଦିଲ୍ଲୀର ରିଙ୍ଗ ରୋଡରେ ଜରୁରୀ ଅବତରଣ କରିଛି । ବୈଷୟିକ ତ୍ରୁଟି ପରେ ଜରୁରୀ ଅବତରଣ କରାଯାଇଥିବା ଏକ ସରକାରୀ ବିବୃତିରୁ ଜଣାପଡିଛି ।

ଏହି ଚପରଟି ଲେହରୁ ମେଡିକାଲ୍ ସାମ୍ପଲ ନେଇ ହିନ୍ଦୋନରୁ ଚଣ୍ଡୀଗଡ ଯାଉଥିଲା । ହିନ୍ଦୋନରୁ ପ୍ରାୟ 3 NM ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହାପରେ ସତର୍କତାର ସହ ଅବତରଣ କରାଯାଇଥିଲା । ବିବୃତ୍ତି ଅନୁସାରେ, ‘ପାଇଲଟଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ସଠିକ୍ ଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.