ETV Bharat / bharat

‘ମନୋଜ ତିୱାରୀ ଗୀତ ଓ ଭଲ ନୃତ୍ୟ କରନ୍ତି’ - ମନୋଜ ତିୱାରୀ

ମନୋଜ ତିୱାରୀ ଗୀତ ଗାଇବା ସହ ଭଲ ନୃତ୍ୟ କରନ୍ତି ବୋଲି କହିଲେ ଆପ ସୁପ୍ରିମୋ କେଜ୍ରିୱାଲ । ତିୱାରୀଙ୍କୁ ସମାଲୋଚନା ନୁହେଁ ବରଂ ତାଙ୍କ ସଂଗୀତ ଓ ନୃତ୍ୟର ପ୍ରଂଶସା କରିଥିବା କହିଛନ୍ତି ସେ । ଅଧିକ ପଢନ୍ତୁ...

i like manoj tiwaris songs and dance
ଡିଜାଇନ ଫଟୋ
author img

By

Published : Feb 7, 2020, 5:51 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କୁ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସମାଲୋଚନା । ନିକଟରେ ଭୋଜପୁରୀ ଅଭିନେତାରୁ ରାଜନେତା ପାଲଟିଥିବା ମନୋଜଙ୍କ ନାଚ ଖୁବ ଭଲ ବୋଲି କହିଛନ୍ତି ଅରବିନ୍ଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ଯେ ମନୋଜ ଦିଲ୍ଲୀ ନିର୍ବାଚନୀ ପ୍ରଚାରକୁ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଗୀତ ଶୁଣାନ୍ତି, ନଚେତ ନିଜର ଗୀତରେ ନୃତ୍ୟୁ କରୁଥିବା ଭିଡିଓ ଜନତାଙ୍କୁ ଦେଖାଇଥାନ୍ତି ।

ବର୍ତ୍ତମାନ ତିୱାରୀଙ୍କୁ ସମାଲୋଚନା ନୁହେଁ ବରଂ ତାଙ୍କ ସଙ୍ଗୀତ ଓ ନୃତ୍ୟର ପ୍ରଂଶସା କରିଥିବା କହିଛନ୍ତି କେଜ୍ରିଓ୍ବାଲ । ସେ କେବେ ସମାଲୋଚନା କଲେ ସେ ଜାଣିନାହାଁନ୍ତି ବୋଲି ସ୍ପଷ୍ଟ କହିଛନ୍ତି । ଗତମାସରେ ତିୱାରୀ ରିଙ୍କିୟା କା ପାପା କହି କେଜ୍ରିୱାଲଙ୍କୁ ସମାଲୋଚନା କରିଥିଲେ ।

ମନୋଜ କହିଥିଲେ ପୂର୍ବାଞ୍ଚଳବାସୀ କେଜ୍ରିୱାଲ ସରକାରଙ୍କ ମାଗଣା ପାଣି ଓ ବିଜୁଳି ନେଇ ଦଳ ଛାଡୁ ନାହାଁନ୍ତି ବରଂ 98 ପ୍ରତିଶତ ଭାଜପାର ସମର୍ଥନ କରୁଛି । ପୂର୍ବାଞ୍ଚଳୀ ହିଁ ବିଜେପିର ସମର୍ଥନ କରିବେ କାରଣ ଆପ ଲୋକଙ୍କୁ ସେମାନଙ୍କ ସଂସ୍କୃତିର ସମ୍ମାନ କରୁନାହିଁ ବୋଲି କହିଛନ୍ତି ମନୋଜ ତିୱାରୀ ।

@ANI

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.