ETV Bharat / bharat

କନଫ୍ୟୁଜନ୍ ଦୂର କଲେ ସ୍ବପ୍ନା - bjp

କଂଗ୍ରେସରେ ମିଶିବେନି ଡ୍ୟାନ୍ସର ସ୍ବପ୍ନା ଚୌଧୁରୀ । କଂଗ୍ରେସରେ ଯୋଗ ଦେବା କଥାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସ୍ବପ୍ନା । ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉଠାଇଥିବା ଫଟୋ ବହୁତ ପୁରୁଣା। ସେ କୌଣସି ଦଳରେ ଯୋଗ ଦେବାର ଯୋଜନା ମଧ୍ୟ ରଖିନାହାଁନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଏଏନଆଇ
author img

By

Published : Mar 24, 2019, 9:42 PM IST

Updated : Mar 24, 2019, 11:50 PM IST

ଚଣ୍ଡିଗଡ଼: ଡ୍ୟାନ୍ସର ସ୍ବପ୍ନା ଚୌଧୁରୀ କଂଗ୍ରେସରେ ଯୋଗ ଦେବା ଖବର ଗତ ଦୁଇଦିନ ଧରି ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ପ୍ରସଙ୍ଗରେ ବିରାମ ଲଗାଇଛନ୍ତିସ୍ବପ୍ନା।ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବପ୍ନା ନିଜେ ଏହି କଥାକୁ ଭୁଲ ବୋଲି କହିଛନ୍ତି । ସେ କଂଗ୍ରେସର ଯୋଗଦେଇନାହାଁନ୍ତି କି ରାଜନୀତିରେ ତାଙ୍କର କୌଣସିଆଗ୍ରହ ନଥିବା କହିଛନ୍ତି ସ୍ବପ୍ନା।

ସ୍ବପ୍ନାକଂଗ୍ରେସରେ ଯୋଗ ଦେବା ନେଇ କିଛିଦିନରୁ ଜୋରସୋର ଚର୍ଚ୍ଚା ଚାଲିଥିଲା । କେବଳ ସେତିକି ନୁହେଁମଥୁରାରୁ ବିଜେପି ପ୍ରାର୍ଥୀହେମାମାଲିନୀଙ୍କୁସ୍ବପ୍ନା କଡ୍ଡା ଟକର ଦେବା ନେଇ ପ୍ରଚାର ହୋଇଥିଲା । ପରେ କଂଗ୍ରେସ ମଥୁରାରୁ ଅନ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା । ଏହାସତ୍ତ୍ବେ ବି କଂଗ୍ରେସ ସ୍ବପ୍ନାକୁ ଅନ୍ୟ ଆସନ ପାଇଁ ଠିଆ କରାଇବ ବୋଲି ମିଥ୍ୟା ପ୍ରଚାର ହେଲା ।

ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସ୍ବପ୍ନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ଦେଖି ସମସ୍ତେ ଭାବିଲେ ସ୍ବପ୍ନା କଂଗ୍ରେସରେ ଯୋଗ ଦେବେ । ଭାଇରାଲ ହୋଇଥିବା ସମସ୍ତ କଥାକୁ ସ୍ବପ୍ନା ଏକ ପ୍ରେସମିଟ ଜରିଆରେ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସରେ ଯୋଗ ଦେବା କଥା ସମ୍ପୂର୍ଣ୍ଣ ଭାବେ ଭୁଲ । ସେ କୌଣସି ଦଳରେ ଯୋଗ ଦେଇନାହାଁନ୍ତି । ଆସନ୍ତା ଦିନମାନଙ୍କରେ ସେ ଏପରି ଯୋଜନା ମଧ୍ୟ ରଖିନାହାଁନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ଫଟୋବହୁତ ପୁରୁଣା ବୋଲି କହିଛନ୍ତି ସ୍ବପ୍ନା।

Intro:Body:

ନିର୍ବାଚନ କାଉଣ୍ଟଡାଉନ: କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି

କଟକ: ପାଖେଇ ଆସିଲାଣି 2019 ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ସିଲଭର ସିଟି । ଏନେଇ ଆସନ୍ତା ନିର୍ବାଚନରେ କଡା ଆଭିମୁଖ୍ୟ ଗ୍ରହଣ କରିବ କମିଶନରେଟ ପୋଲିସ । ଯେପରି ଅବାଧ ଓ ମୁକ୍ତ ରୂପରେ ନିର୍ବାଚନ ସମ୍ପାଦନ ହେବ ସେନେଇ ନଜର ରଖିଛି ପୋଲିସ । ଏଯାବତ ଟ୍ୱିନସିଟିରେ ନିର୍ବାଚନୀ ଭିତ୍ତିକ ହିଂସା ସାମ୍ନାକୁ ଆସିନାହିଁ । ଏହି ସ୍ଥିତି ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । 

ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ନିର୍ବାଚନରେ କମିଶନରେଟ ପୋଲିସକୁ ମିଳିଛି ଗୁରୁ ଦାୟିତ୍ବ । ଯେପରି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି କଡା ନଜର ରଖିବ ପୋଲିସ ବିଭାଗ । ଏହାସହିତ ନେତା ଦଳ ଓ ପ୍ରାର୍ଥୀମାନେ କରିବାକୁ ଥିବା ରାଲି, ସଭା ପାଇଁ କମିଶନରେଟ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ । ଏହାସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ସୁରକ୍ଷା ଓ ପାଟ୍ରୋଲିଂ ଦିଗରେ ବେଶ ତତ୍ପରତା ଦେଖାଇଛି କଟକ ୟୁପିଡ଼ି ପୋଲିସ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ନିର୍ବାଚନରେ କଟକର 350 ବୁଥ ଓ 3ଟି ନିର୍ବାଚନ ମଣ୍ଡଳୀ (ନିଆଳି, ସାଲେପୁର ,ବାରବାଟୀ)କୁ ବେଶ ସମ୍ବେଦନଶୀଳ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

କଟକରୁ ପ୍ରଭୁ୍କଲ୍ୟାଣ ପାଲ, ଇଟିଭି ଭାରତ

Conclusion:
Last Updated : Mar 24, 2019, 11:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.