ETV Bharat / bharat

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ମହାରାଷ୍ଟ୍ର ରାଜ୍ୟପାଳ - media report about my health baseless

ମିଡିଆରେ ପ୍ରସାରିତ ହେଉଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ଭିତ୍ତିହୀନ ଅଟେ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ।

_maharastra governer
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଟେ
author img

By

Published : Jul 12, 2020, 5:07 PM IST

ମୁମ୍ବାଇ:ମିଡିଆରେ ପ୍ରସାରିତ ହେଉଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ଭିତ୍ତିହୀନ ଅଟେ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏଥିସହ ସେ କହିଛନ୍ତି ମୁଁ ସେଲ୍ଫ ଆଇସୋଲେସନରେ ରହିନାହିଁ ।

ଏନେଇ ଭଗତ ସିଂ କୋଶ୍ୟାରୀ ଟ୍ବିଟରରେ କହିଛନ୍ତି, ‘ମୁଁ ସଂମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ସେଲ୍ଫ ଆଇସୋଲେସନରେ ରହିନାହିଁ । ମୁଁ କୋରୋନା ପରୀକ୍ଷା କରିଥିଲି । ଯାହାର ରିପୋର୍ଟ ନେଗେଟିଭ ଆସିଛି । କୋରୋନାର କୌଣସି ଲକ୍ଷଣ ପରିଲଖିତ ହୋଇନାହିଁ ’। ଏଥିସହ ସେ କହିଛନ୍ତି, କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ମୋର ସମସ୍ତ ସରକାରୀ କାର୍ଯ୍ୟକୁ କୋରୋନା ପ୍ରୋଟକଲ ଅନୁଯାୟୀ ପାଳନ କରୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.