ETV Bharat / bharat

‘225 ଆସନରେ ଜିତିବ ବିଜେପି-ଶିବସେନା ମେଣ୍ଟ’ - 225 ଆସନରେ ଜିତିବ

ସାଧାରଣ ଭୋଟର ମୋଦି-ଫଡନାଭିସଙ୍କ ସହ ରହିଛନ୍ତି । ଆଗକୁ ମଧ୍ୟ ରହିବେ । ବିରୋଧି ଦଳକୁ ପ୍ରତ୍ୟାଖାନ କରିଛନ୍ତି ଲୋକେ। ତେଣୁ 225 ଆସନରେ ବିଜେପି-ଶିବସେନା ମେଣ୍ଟ ବିଜୟ ଲାଭ କରିବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ।

ଫାଇଲ ଫଟୋ
author img

By

Published : Oct 21, 2019, 8:51 AM IST

Updated : Oct 21, 2019, 10:08 AM IST

ମୂମ୍ବାଇ: ଭୋଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ମତଦାନ କରିବା ପରେ ଗଣମାଧ୍ୟମକୁ ଦେଇଛନ୍ତି ପ୍ରତିକ୍ରିୟା ।

ମୋର ପୂର୍ଣ୍ଣ ଆଶା ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ 225 ଆସନରେ ବିଜୟ ଲାଭ କରିବ । ବିରୋଧି ଦଳକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଭୋଟ ପ୍ରକ୍ରିୟାରେ ସେମାନଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗୋଏଲ।

225 ଆସନରେ ଜିତିବ ବିଜେପି-ଶିବସେନା ମେଣ୍ଟ

ସାଧାରଣ ଜନତା ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କ ସହ ଅଛନ୍ତି, ଆଗକୁ ମଧ୍ୟ ରହିବେ ବୋଲି କହିବା ସହ ମହାରାଷ୍ଟ୍ରରେ ମେଣ୍ଟ ସରକାର ବହୁ ଆସନରେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ ।

Intro:Body:

BLANK

Conclusion:
Last Updated : Oct 21, 2019, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.