ETV Bharat / bharat

କୋରୋନା ହେଲମେଟ୍ ପିନ୍ଧି ଲୋକଙ୍କୁ ସଚେତନ

author img

By

Published : Apr 1, 2020, 8:42 AM IST

ଗତ ମଙ୍ଗଳବାର ହାଇଦ୍ରାବାଦ ଟ୍ରାଫିକ ପୋଲିସ ଲୋକମାନଙ୍କୁ କୋରୋନା ସଚେତନା ବାର୍ତ୍ତା ବାଣ୍ଟିଥିଲେ ।

corona awarness
କୋରୋନା ହେଲମେଟ୍ ପିନ୍ଧି ଲୋକଙ୍କୁ ସଚେତନ

ହାଇଦ୍ରାବାଦ: ଟ୍ରାଫିକ ପୋଲିସ ଦ୍ବାରା କୋରୋନା ସଚେତନତା । ଗତ ମଙ୍ଗଳବାର ହାଇଦ୍ରାବାଦ ଟ୍ରାଫିକ ପୋଲିସ ଲୋକମାନଙ୍କୁ କୋରୋନା ସଚେତନା ବାର୍ତ୍ତା ବାଣ୍ଟିଥିଲେ । ଯାହାକୁ ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

ତେବେ ହାଇଦ୍ରାବାଦ ଟ୍ରାଫିକ ପୋଲିସ ‘କୋରୋନା ହେଲମେଲ୍ଟ’ ପିନ୍ଧି ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ 1397 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 35ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.