ETV Bharat / bharat

ହୋଷ୍ଟନରେ ମଞ୍ଚକୁ ଯିବା ପୂର୍ବରୁ କାହିଁକି ଅଟକିଥିଲେ ମୋଦି-ଟ୍ରମ୍ପ? - howdy modi event

ହୋଷ୍ଟନରେ ମଞ୍ଚକୁ ଯିବା ପୂର୍ବରୁ ଅଟକିଥିଲେ ମୋଦି-ଟ୍ରମ୍ପ । ଜଣେ କୁନି ପିଲା ଦୁହିଁଙ୍କ ସହ ସେଲଫି ଉଠାଇବା ପାଇଁ ଉଭୟଙ୍କୁ ଅଟକାଇଥିଲେ।

ଫାଇଲ ଫଟୋ
author img

By

Published : Sep 23, 2019, 1:43 PM IST

ୱାଶିଂଟନ ଡିସି: ଆମେରିକାର ଟେକ୍ସାସ ପ୍ରଦେଶର ହୋଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ହେଲେ ଗତ ରବିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରହିଛି ନମୋ ଏବଂ ଟ୍ରମ୍ପଙ୍କ ସ୍ମୃତି । ଯେମିତି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଉଭୟ ପିଏମ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଯି କିଛି ସମୟ ଅଟକିବାକୁ ପଡିଥିଲା । ଆଉ ଦୁହିଁଙ୍କୁ ଅଟକାଇଥିଲେ ଜଣେ ପ୍ରବାସୀ ଭାରତୀୟ କୁନି ମୋଦି ଫ୍ୟାନ।

ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଏହି କୁନି ଫ୍ୟାନ ସେଲଫି ନେବା ପାଇଁ ଦୁଇ ଜଣଙ୍କୁ ଅଟକାଇଥିବା ଜଣାପଡିଛି। ଉଭୟ ମୋଦି ଏବଂ ଟ୍ରମ୍ପ ମଧ୍ୟ ପିଲାଟିର ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ତା ସହ ଫଟୋ ଉଠାଇଥିଲେ। ଆଉ ଏହି କୁନି ପିଲାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।

child take selfie with modi-trump  howdy modi event  ହୋଷ୍ଟନରେ ମଞ୍ଚକୁ ଯିବା ପୂର୍ବରୁ ଅଟକିଲେ ମୋଦି-ଟ୍ରମ୍ପ
ଫାଇଳ ପଟୋ

ଆମେରିକା ମାଟିରେ ଏକ ମିନି ଭାରତର ଦର୍ଶନ କରାଇଥିଲେ ପ୍ରଧାନମନ୍ତ୍ରୀ। ତାଙ୍କର ଉଦବୋଧନ ଶୁଣି ଖୁସିରେ ଫାଟିପଡିଥିଲେ ହୋଷ୍ଟନରେ ବସବାସ କରୁଥିବା ପ୍ରବାସୀ ଭାରତୀୟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.