ETV Bharat / bharat

ଗର୍ଭାବସ୍ଥାରେ କେତେ ସୁରକ୍ଷିତ ନାରୀ !

author img

By

Published : Sep 18, 2019, 8:23 AM IST

ଗର୍ଭ ଧାରଣ । ଯେକୌଣସି ନାରୀ ପାଇଁ ଏହା ଏକ ଦୁର୍ଲଭ ପ୍ରାପ୍ତି । ଗର୍ଭ ଧାରଣ କରି ମାତୃତ୍ବ ହାସଲ କରିବା ସହ ପୂର୍ଣ୍ଣ ହୁଏ ନାରୀତ୍ବ । ହେଲେ ନାରୀ ପାଇଁ ଏହି ଅବସ୍ଥା ଯେ କେତେ ସୁରକ୍ଷିତ ତାହା ଜାଣିବା ନିହାତି ଆବଶ୍ୟକ ।

ଫାଇଲ ଫଟୋ

ହାଇଦ୍ରାବାଦ: ଗର୍ଭ ଧାରଣ । ଯେକୌଣସି ନାରୀ ପାଇଁ ଏହା ଏକ ଦୁର୍ଲଭ ପ୍ରାପ୍ତି । ଗର୍ଭ ଧାରଣ କରି ମାତୃତ୍ବ ହାସଲ କରିବା ସହ ପୂର୍ଣ୍ଣ ହୁଏ ନାରୀତ୍ବ । ହେଲେ ନାରୀ ପାଇଁ ଏହି ଅବସ୍ଥା ଯେ କେତେ ସୁରକ୍ଷିତ ତାହା ଜାଣିବା ନିହାତି ଆବଶ୍ୟକ । ତେଣୁ ଗର୍ଭାବସ୍ଥାରେ ନାରୀ କେତେ ସୁରକ୍ଷିତ ସେନେଇ କିଛି ଡାକ୍ତରଙ୍କୁ ନେଇ ଏକ ଟିମ ଆରମ୍ଭ କରିଥିଲା ପରୀକ୍ଷା ।

women safety during pregnancy, pregnancy, women, safety, ଗର୍ଭାବସ୍ଥାରେ ମହିଳା ସୁରକ୍ଷା, ମହିଳା, ଗର୍ଭାବସ୍ଥା, ନାରୀ, ମାତୃ ମୃତ୍ୟୁହାର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହି ପରୀକ୍ଷାର ବିଷୟ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା ତାହାର ପରିଣାମ ସେତିକି ଆଶ୍ଚର୍ଯ୍ୟଜନକ । ଏବେ ବି ବିଶ୍ବରେ ଅନେକ ମହିଳା ଗର୍ଭାବସ୍ଥାରେ ହିଁ ପ୍ରାଣ ତ୍ୟାଗ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ଅବିକଶିତ ରାଷ୍ଟ୍ରରେ ଏହାର ମାତ୍ରା ଅଧିକ ଥିବା ଦେଖିବାକୁ ମିଳିଛି ।

ଉଦାହରଣ ସ୍ବରୂପ ୟୁରୋପ ପରି ବିକଶିତ ରାଷ୍ଟ୍ରରେ ମାତୃ ମୃତ୍ୟୁହାର ଲକ୍ଷେରେ ମାତ୍ର 8 ଥିବା ବେଳେ ପୋଲାଣ୍ଡ, ଗ୍ରୀସ୍‌, ଫିନଲାଣ୍ଡ ଓ ସ୍ବିଡେନ ଭଳି ରାଷ୍ଟ୍ରରେ ଏହାର ମାତ୍ରା 3 କିମ୍ବା 4 ରେ ସୀମିତ । ଅନ୍ୟପକ୍ଷେ ସିୟେରା ଲିଓନ ଭଳି ରାଷ୍ଟ୍ରରେ ମାତୃ ମୃତ୍ୟୁହାର ପ୍ରତି ଲକ୍ଷେରେ 300ରୁ 400 କିମ୍ବା ତଦୁର୍ଦ୍ଧ୍ବ । ଅର୍ଥାତ ଏପରି କୁହାଯାଇପାରେ କି ଏଠାରେ ପ୍ରତି 75 ମହିଳାଙ୍କ ଭିତରୁ ଜଣଙ୍କର ଗର୍ଭାବସ୍ଥାରେ ହିଁ ମୃତ୍ୟୁ ସୁନିଶ୍ଚିତ ।

ଏହାକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ କି ନିମ୍ନଲିଖିତ 5ଟି ରାଷ୍ଟ୍ରରେ ମାତୃ ମୃତ୍ୟୁହାର ସର୍ବାଧିକ...

  • ସିୟେରା ଲିଓନ
  • ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ
  • ଚାଡ
  • ନାଇଜେରିଆ
  • ଦକ୍ଷିଣ ସୁଦାନ

Intro:Anandapur_ଦୁର୍ଘଟଣା ରେ ୨ ମୃତ ୬ ଗୁରୁତର ୪ ଆହାତ
ଆନନ୍ଦପୁର : ୨୦ ନଂ ଜାତୀୟ ରାଜପଥ ମାର୍ଶାପାଳ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଏକ ଭ୍ଯାନ ଧକ୍କା ଦେବାରୁ ଭ୍ଯାନ ରେ ଥିବା ୧୧ ଜଣ ଯାତ୍ରୀ ମଧ୍ୟରୁ ୨ଜାତ୍ରୀ ଙ୍କର ମୃତ୍ୟୁ ଘଟିଛି । ୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଭ୍ଯାନ ଯାତ୍ରି ମଧ୍ୟପ୍ରଦେଶ ହୋଇଥିବା ସୂଚନା ମିଳିଛି । ଗୟାରୁ ପିଣ୍ଡଦାନ କରି ଏମାନେ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି|
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.