ETV Bharat / bharat

ନିଆଁରେ ପୋଡି ହୋଇ 7 ଜୀବନ୍ତ ଦଗ୍ଧ

author img

By

Published : Feb 23, 2019, 2:20 PM IST

ନିଆଁରେ ପୋଡି 7 ଜୀବନ୍ତ ଦଗ୍ଧ । ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିହାର ଗୋପାଳଗଞ୍ଜ ଜିଲ୍ଲାର ବରଖା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ପ୍ରତୀକାତ୍ମକ ଫଟୋ

ପାଟଣା: ନିଆଁରେ ପୋଡି 7 ଜୀବନ୍ତ ଦଗ୍ଧ । ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିହାର ଗୋପାଳଗଞ୍ଜ ଜିଲ୍ଲାର ବରଖା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାମୁତାବକ, ଶୁକ୍ରବାର ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ରାତି ହୋଇଥିବାରୁ କେହି ନିଆଁ ଲାଗିଥିବା ଜାଣି ପାରିନଥିଲେ । ପରିଣାମସ୍ବରୂପ ଶୋଇଥିବା ଅବସ୍ଥାରେ ବକରୀଦିନଙ୍କ ପରିବାରର 8 ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ ।

ଦମକଳ ବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ 7ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ବକରିଦିନ ଶାହା, ତାଙ୍କ ପତ୍ନୀ ହୁସନତାରା ଓ ଅନ୍ୟ 5 ଜଣ ରହିଛନ୍ତି । ଜଣେ ଗୁରୁତର ଭାବରେ ଏବେ ବି ଚିକିତ୍ସାଧୀନ ରହିଛନ୍ତି ।

Intro:Body:

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ସାତ ଜଣ ମୃତ

ପାଟଣା: ଏକ ଭୟାବହ ଅଗ୍ନିକାଣ୍ଡରେ 7ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଜିଲ୍ଲାର ବରଖା ଗ୍ରାମରେ ଘଟିଛି । ତେବେ ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । 

ସୂଚନାମୂତାବକ, କୌଣସି କାରଣରୁ ଶୁକ୍ରବାର ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ରାତି ସମୟ ହୋଇଥିବାରୁ ଏହି ଅଘଟଣ ସମୟରେ କେହି ଜାଣି ପାରିନଥିଲେ । ନିଆଁ ବ୍ୟାପି ଯିବାରୁ ଘରେ ଶୋଇଥିବା ଅବସ୍ଥାରେ ମୃତକ ବକରୀଦିନଙ୍କ ପରିବାରର 8 ଜଣ ସଦସ୍ୟ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ । 

ତେବେ ଦମକଳ ବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ 7ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ବକରିଦିନ ଶାହା, ତାଙ୍କ ପତ୍ନୀ ହୁସନତାରା ଓ ଅନ୍ୟ 5 ଜଣ ସଦସ୍ୟ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.