ETV Bharat / bharat

ଏଆରଟି ସେଣ୍ଟର୍ସରୁ ନିଖୋଜ ହେଲେ 600 ଏଚ୍‌ଆଇଭି ପଜେଟିଭ୍‌ ରୋଗୀ

ଏଚ୍‌ଆଇଭି ପଜେଟିଭ୍‌ ରୋଗୀଙ୍କ ପାଇଁ ହଲଦ୍ବାନୀ ଓ ଡେରାଡୁନ୍‌ରେ ଏଆର୍‌ଟି ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ପୀଡିତଙ୍କ ଚିକିତ୍ସା ହୋଇଥାଏ ।

author img

By

Published : Apr 20, 2019, 11:22 PM IST

ଡିଜାଇନ ଫଟୋ

ଡେରାଡୁନ: ରାଜ୍ୟରୁ 600 ଏଚ୍‌ଆଇଭି ପଜେଟିଭ୍‌ ରୋଗୀମାନେ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏପରି ରୋଗୀ ଅଛନ୍ତି ଯେଉଁମାନଙ୍କ ଚିକିତ୍ସା ଏଆରଟିରେ ଆରମ୍ଭ ହୋଇଯାଇଥିଲା । କିନ୍ତୁ ସେମାନେ ଏବେ ସେଣ୍ଟରକୁ ଆସୁ ନାହାଁନ୍ତି । ବିଭାଗ ଏବେ ଏନ୍‌ଜିଓ ଓ ଅନ୍ୟମାନଙ୍କ ସହାୟତା ଲୋଡିଥାନ୍ତି, ରୋଗୀଙ୍କ ସନ୍ଧାନ କରିବା ପାଇଁ । କାରଣ ସେମାନଙ୍କର କାଉଂସିଲିଙ୍ଗ୍‌ କରି ହେବ ।

ଏଚ୍‌ଆଇଭି ପଜେଟିଭ୍‌ ରୋଗୀଙ୍କ ପାଇଁ ହଲଦ୍ବାନୀ ଓ ଡେରାଡୁନ୍‌ରେ ଏଆର୍‌ଟି ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ପୀଡିତଙ୍କ ଚିକିତ୍ସା ହୋଇଥାଏ । ସୂଚନାମୁତାବକ, ରାଜ୍ୟରେ ପାଖାପାଖି 4000 ଏଚ୍‌ଆଇଭି ପଜେଟିଭ୍‌ ରୋଗୀ ଅଛନ୍ତି । ସେମାନଙ୍କର ନାଁ ଏଆର୍‌ଟି ସେଣ୍ଟରମାନଙ୍କରେ ପଞ୍ଜୀକୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:ସନ୍ନି ଦେଓଲଙ୍କୁ ଗୁପ୍ତ ମନ୍ତ୍ରଣା ଦେଉଛନ୍ତି କି ଅମିତ ଶାହା?

ଏହି ସେଣ୍ଟରରେ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଏ । କେନ୍ଦ୍ରର ନିୟମ ଅନୁସାରେ ସେମାନଙ୍କର ଚିକିତ୍ସା କରାଯାଏ । ଏଥିସହ ସେମାନଙ୍କର ନାଁ ମଧ୍ୟ ଗୋପନୀୟ ରଖାଯାଇଥାଏ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.