ETV Bharat / bharat

ସୋସିଆଲ ମିଡିଆ ଦିବସ: ଇତିହାସ, ତଥ୍ୟ ଓ କଳ୍ପନା - World Social Media Day celebrated

ଜୁନ 30 ରେ ବିଶ୍ବ ସୋସିଆଲ୍ ମିଡିଆ ଦିବସ ପାଳନ କରୁଛି । ବିଶ୍ବର ଯୋଗାଯୋଗ ଉପରେ ସୋସିଆଲ ମିଡିଆ ପ୍ରଭାବକୁ ଚିହ୍ନିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ଏହି ଦିବସରେ ଏକାଠି ହୋଇଛନ୍ତି ।

ସୋସିଆଲ ମିଡିଆ ଦିବସ: ଇତିହାସ, ତଥ୍ୟ ଓ କଳ୍ପନା

author img

By

Published : Jun 30, 2020, 5:57 PM IST

ହାଇଦ୍ରାବାଦ: ଜୁନ 30 ରେ ବିଶ୍ବ ସୋସିଆଲ୍ ମିଡିଆ ଦିବସ ପାଳନ କରୁଛି । ବିଶ୍ବର ଯୋଗାଯୋଗ ଉପରେ ସୋସିଆଲ ମିଡିଆ ପ୍ରଭାବକୁ ଚିହ୍ନିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ଏହି ଦିବସରେ ଏକାଠି ହୋଇଛନ୍ତି । ଏକ ଲୋକପ୍ରିୟ ୱେବସାଇଟ୍ Masahable 2010 ରେ ଏହି ଦିନକୁ ଆରମ୍ଭ କରିଥିଲା ।

ସୋସିଆଲ ମିଡିଆ ଦିବସ: ଇତିହାସ, ତଥ୍ୟ ଓ କଳ୍ପନା
ସୋସିଆଲ ମିଡିଆ ଦିବସ: ଇତିହାସ, ତଥ୍ୟ ଓ କଳ୍ପନା

ସୋସିଆଲ ମିଡିଆ ବର୍ତ୍ତମାନ କେବଳ ଲୋକଙ୍କୁ ସେମାନଙ୍କର ବନ୍ଧୁ ଓ ପରିବାର ସହିତ ସଂଯୋଗ କରିବାରେ ସାହାଯ୍ୟ କରେ ନାହିଁ ବରଂ ଅନେକ ଶିକ୍ଷାନୁଷ୍ଠାନ, ବେସରକାରୀ କମ୍ପାନୀ, ଅନୁସନ୍ଧାନ ସଂଗଠନ, ଛୋଟ-ବଡ ବ୍ୟବସାୟଙ୍କ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିଛି । ସୋସିଆଲ ମିଡିଆର ଉପସ୍ଥିତି ଯେକୌଣସି ସମୟରେ ଓ ସବୁ ସ୍ଥାନରେ ଦେଖିବାକୁ ମିଳୁଛି ।

-3.81 ବିଲିୟନ ସକ୍ରିୟ ୟୁଜର୍ସ ସର୍ବଭାରତୀୟ ସ୍ତରରେ ସୋସିଆଲ ମିଡିଆ ବ୍ୟବହାର କରନ୍ତି । 2019 ସୁଦ୍ଧା ଭାରତରେ 574 ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ଥିଲେ।

-ଆକଳନ କରାଯାଇଛି ଯେ ଡିସେମ୍ବର 2020 ସୁଦ୍ଧା ଭାରତରେ ପ୍ରାୟ 639 ନିୟୁତ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ରହିବେ।

-2020 ର ପ୍ରଥମ ତ୍ରୟ ମାସିକ ସୁଦ୍ଧା ଫେସବୁକରେ ମାସିକ 2.6 ବିଲିୟନ ସକ୍ରିୟ ୟୁଜର୍ସ ଅଛନ୍ତି।

-2020 ରେ ବିଶ୍ବ ସ୍ତରରେ ସୋସିଆଲ ମିଡିଆ ଅନୁପ୍ରବେଶ ହାର 49 ପ୍ରତିଶତରେ ପହଞ୍ଚିଛି । ପୂର୍ବ ଏସିଆ ଓ ଉତ୍ତର ଆମେରିକାରେ ସର୍ବାଧିକ ଅନୁପ୍ରବେଶ ହାର ଯଥାକ୍ରମେ 71 ଓ 69 ପ୍ରତିଶତ ରହିଛି। ଏହାପରେ ଉତ୍ତର ୟୁରୋପରେ 67 ପ୍ରତିଶତ ରହିଛି।

-ୟୁଏଇ ହେଉଛି 99 ପ୍ରତିଶତ ସହିତ ସର୍ବାଧିକ ସକ୍ରିୟ ସାମାଜିକ ନେଟୱାର୍କିଂ ଅନୁପ୍ରବେଶକାରୀ ଦେଶ ।

-ହାରାହାରି ଦୈନିକ ଆଧାରରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ସୋସିଆଲ୍ ମିଡିଆରେ 144 ମିନିଟ୍ ବ୍ୟବହାର କରନ୍ତି ।

-ଚୀନ ପରେ ଭାରତ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ।

-ଗ୍ରାମୀଣ ଭାରତରେ 264 ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି ଓ ଏହା 2020 ରେ 304 ନିୟୁତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗ୍ରାମୀଣ ଭାରତର ଏକ ବଡ ଅଂଶ ରହିଛି । ଯେଉଁଠି ଇଣ୍ଟରନେଟ ଦୁନିଆରୁ ବହୁତ ଦୂରରେ ।

- ପିଜା ହେଉଛି ସବୁଠାରୁ ଲୋକପ୍ରିୟ ଇନଷ୍ଟାଗ୍ରାମ ଫୁଡ୍ । ଏହା ପରେ ସୁଶି ଆଣ୍ଡ ଷ୍ଟିକ୍! ୟମ୍

-ପ୍ରତିଦିନ 500 ମିଲିୟନ୍ ଟ୍ବିଟ କରାଯାଏ । ପୁଣି ପ୍ରତି ସେକେଣ୍ଡରେ 6,000 ଟ୍ବିଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.