ETV Bharat / bharat

ଶିକ୍ଷାନୁଷ୍ଠାନରେ ହିନ୍ଦୀ ଦିବସ ପାଳିତ

ଆଜି ହିନ୍ଦୀ ଦିବସ । 1949 ମସିହା ସେପ୍ଟେମ୍ବର 14 ତାରିଖରୁ ପାଳିତ ହୋଇ ଆସୁଛି ଏହି ଦିନ। ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ ।

author img

By

Published : Sep 14, 2019, 12:24 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଆଜି ହିନ୍ଦୀ ଦିବସ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଥାଏ ଏହି ଦିନ। ପ୍ରତିବର୍ଷ 14 ସେପ୍ଟମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ। ସ୍ବାଧୀନତାର ଦୁଇ ବର୍ଷ ପରେ ଅର୍ଥାତ 1949 ମସିହା ସେପ୍ଟେମ୍ବରମାସରେ ହିନ୍ଦୀକୁ ରାଜଭାଷା ଭାବେ ଘୋଷଣା କରାଯାଇଥିଲା। ସେବେଠାରୁ ଏହି ଦିବସ ପାଳିତ ହୋଇଆସୁଛି।

ଦେଶ ଇଂରେଜ ଶାସନରୁ ମୁକ୍ତ ହେବା ପରେ ରାଷ୍ଟ୍ରଭାଷାକୁ ନେଇ ଉଠିଥିଲା ପ୍ରଶ୍ନ । ଏହାପରେ ଅନେକ ବିଚାର ବିମର୍ଷ ପରେ ହିନ୍ଦୀକୁ ନୂତନ ରାଷ୍ଟ୍ରଭାଷାର ମାନ୍ୟତା ପ୍ରଦାନ କରାଯାଇଥିଲା। ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲେଖାଯାଉଥିବା ହିନ୍ଦୀକୁ ସରକୀର ଭାଷା ଭାବେ ସ୍ବୀକାର କରିଥିଲା।

ହିନ୍ଦୀର ଖାସ ଗୁଣ ହେଉଛି, ଏହାକୁ ଯେପରି ଲେଖାଯାଏ ସେହିପରି କୁହାଯାଏ । ଦେଶର 77 ପ୍ରତିଶତ ଲୋକ ଏହି ଭାଷାକୁ କହିବା, ଲେଖିବା ଏବଂ ବୁଝିବା ଜାଣିଛନ୍ତି। ହିନ୍ଦୀ ଶବ୍ଦଟି ପାର୍ସି ଶବ୍ଦ ହିନ୍ଦରୁ ଆସିଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଥିଲେ,ଏହି ଦିନର ମହତ୍ତ୍ବ ବଜାୟ ରଖିବା ପାଇଁ ପ୍ରତିବର୍ଷ 14 ସେପ୍ଟେମ୍ବରକୁ ହିନ୍ଦୀ ଦିବସ ପାଳିତ ହେବ। ଏହା ଛଡା ଜାନୁୟାରୀ 10 ତାରିଖରେ ମଧ୍ୟ ହିନ୍ଦୀ ଦିବସ ପାଳନ କରାଯାଏ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.