ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୋରୋନା ପଜିଟିଭ୍ । ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।
ଜୟରାମ ଠାକୁର ଗତ ଏକ ସପ୍ତାହ ଧରି ଶିମଲାରେ ଥିବା ସରକାରୀ ବାସଭବନରେ କ୍ବାରେଣ୍ଟାଇନରେ ଥିଲେ। ଲକ୍ଷଣ ଦେଖାଯିବା ପରେ ସେ କୋରୋନା ପରୀକ୍ଷା କରିଥିଲେ ।