ETV Bharat / bharat

ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ - ନୂଆଦିଲ୍ଲୀ

ଟଙ୍କା ହେରଫେର ମାମଲାରେ ରବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ଦିଲ୍ଲୀ ହାଇକୋର୍ଟ  ନୋଟିସ୍‌ ଜାରି କରିଛି ।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : May 27, 2019, 12:53 PM IST

ନୂଆଦିଲ୍ଲୀ: ଟଙ୍କା ହେରଫେର ମାମଲାରେ ରବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍‌ ଜାରି କରିଛି । ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଜୁଲାଇ 17ରେ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

dhc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରା ଆବେଦନ କରିଥିବା ଆଗୁଆ ଜାମିନକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାକୁ ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.